#Breaking News

ଢେ଼ଙ୍କାନାଳ ଜିଲ୍ଲାରେ ବାଟ ଓଷା ଆରମ୍ଭ ହୋଇ ଯାଇଛି

ଢେଙ୍କାନାଳ(ଉଲାପ୍ର) ଓଡ଼ିଆ ଘର ର ବାର ମାସ ର ତେର ପର୍ବ ମଧ୍ୟ ରେ ଏହି ବାଟ ଓଷା ହେଉଛି ଏକ ପାରମ୍ପାରିକ ପର୍ବ ,,, ପ୍ରାତଃ ସମୟରେ ବୃନ୍ଦାବତୀଙ୍କ ଙ୍କ ମୂଳରେ ନୁଆ dala re ବାଲି ଦାଣ୍ଡ ଧୂଳି ଆଖୁ ମୂଳା ଓ କଳସ ସ୍ଥାପନ କରାଯାଇ ଭୋଗ ରାଗ ଦିଆ ଯାଇ ପୁଜା କରା ଯାଇ ଥାଏ ,,, ରାତ୍ରୀ ସମୟ ରେ ଦାଣ୍ଡ କୁ ଲିପା ଯାଇ ଝୋଟି ଚିତା ପକାଯାଏ ,, ଓ ଠାକୁର ଙ୍କୁ ସ୍ଥାପନ କରାଯାଇ ଦୀପ ଧୂପ ଓ ବହି ବୋଲା ଯାଇ ଥାଏ ,,, ତାପରେ ବିଭିନ୍ନ ପ୍ରକାର ପିଠାପଣା ଫଳ ମୂଳ ଅର୍ପଣ କରାଯାଇ ଥାଏ ,, ଏହି ପର୍ବ କୁ ମା ମାନେ ନିଷ୍ଠା ର ସହ ପିଲା ମାନଙ୍କ ର ମଙ୍ଗଳ ପାଇଁ କରିଥାନ୍ତି ,,ଆଜି ଢେ଼ଙ୍କାନାଳ ଲକ୍ଷ୍ମୀ ବଜାର ସ୍ଥିତ ବେହେରା ପ୍ରଧାନ ସାହି ରେ ଏହି ବାଟ ଓଷା ପର୍ବ ପାଳନ କରାଯାଇଥିଲା ।

Leave a comment

Your email address will not be published. Required fields are marked *