#Uncategorized

☘️🙏🏻” ଗୀତା ଉପଦେଶ “🙏🏻☘️🌹

.

➡️”ତେଣୁ ତୁମ ଅଜ୍ଞତାରୁ ଜାତ ସଂଶୟକୁ ହୃଦୟସ୍ତ ଜ୍ଞନ ରୂପକ ଖଡ୍ଗଦ୍ୱାରା ଛିନ୍ନକରି ଯୋଗ ଆଶ୍ରୟକରି ହେ ଅର୍ଜୁନ ଏବେ ଉଠ |”

➡️”ଯୋଗ(ସମତା)ଦ୍ୱାରା ଯେ କର୍ମରୁ ସନ୍ୟାସ ବା ସମ୍ପର୍କ ଚିନ୍ନ କରିଛି , ଯେ ଜ୍ଞାନଲାଭକରି ସକଳ ସଂଶୟ ଛିନ୍ନ କରିପାରିଛି ଓ ଯେ ଆତ୍ମ ସ୍ୱରୂପ ପରାୟଣ ତାଙ୍କୁ କର୍ମ ବାନ୍ଧିପାରେନାହିଁ |”

➡️”ଯେଉଁମାନେ ଅଜ୍ଞ,ଅଶ୍ରଦ୍ଧ ଓ ଅବିଶ୍ୱାସୀ ସେମାନେ ନାଶଯାନ୍ତି ଓ ଇହଲୋକ ଓ ପରଲୋକରେ କେବେହେଲେ ସୁଖଶାନ୍ତି ମିଳେନାହିଁ |”

➡️”ଆତ୍ମଜ୍ଞାନ ପରି ପବିତ୍ରକାରକ ଏ ଜଗତରେ ଆଉ କିଛି ନାହିଁ ।ସେହି ଜ୍ଞାନ ସ୍ୱୟଂ ଯୋଗସିଦ୍ଧ ଅବଶ୍ୟ ନିଜ ଅନ୍ତର ମଧ୍ୟରେ ଅନୁଭବ କରିପାରିବ |”

➡️”ଶ୍ରଦ୍ଧାବାନ , ସାଧନା ପରାୟଣ ଓ ଯିଏ ଇନ୍ଦ୍ରିୟମାନଙ୍କୁ ସଂଯତକରି ରଖିଥାନ୍ତି, ସେମାନେ ଏ ଜ୍ଞାନ ଳାଭ କରିପାରିବେ, ପୁଣି ଜ୍ଞାନ ଲାଭକରିସାରିଲେ ଜୀବ ପରମ ଶାନ୍ତି ପାଇବେ |”

Leave a comment

Your email address will not be published. Required fields are marked *