#State

ଭୁବନେଶ୍ୱର(ଉଲା ପ୍ର)ଓଡ଼ିଶାରେ ହେଉଛି କରୋନା ପୁନଃ ସଂକ୍ରମଣ, ମାତ୍ର ବହୁତ କମ: ILS, ILSରେ ଟେଷ୍ଟ ହୋଇଥିବା କିଛି ଲୋକଙ୍କ ମଧ୍ୟରୁ ୩ରୁ ୪ ଜଣଙ୍କ ପୁନଃ ସଂକ୍ରମଣ ହୋଇଛି, ପଜିଟିଭ ପରେ ପୁନଃ ସଂକ୍ରମଣର ଅନୁଧ୍ୟାନ କରାଯିବ, ସେମାନଙ୍କ ଦେହରେ କେଉଁ ଷ୍ଟ୍ରେନ୍‌ ରହୁଛି ଅନୁଧ୍ୟାନ କରାଯାଉଛି, ପୁରୁଣା ଷ୍ଟ୍ରେନ ନା ନୂଆ ଷ୍ଟ୍ରେନ ରିସର୍ଚ କରାଯିବ,

ଭ୍ୟାକ୍ସିନ ପାଇଁ ଡାଟା ବେସ୍‌ ପ୍ରସ୍ତୁତ ହେଉଛି: ILS, ସଂକ୍ରମଣ ବ୍ୟାପିବାରେ ସହାୟକ ହେଉଛି ଶୀତ, ସଜାଗ ନରହିଲେ ସଂକ୍ରମଣ ବଢିବାର ସମ୍ଭାବନା ଅଧିକ, ପୂଜାର ସଂକ୍ରମଣ ବଢିବା ଆଶଙ୍କା କରାଯାଉଥିଲା ମାତ୍ର କମିଛି, ରାଜ୍ୟରେ କୋରୋନାର ଦ୍ବିତୀୟ ଲହରିର ସମ୍ଭାବନା ରହୁଛି

Leave a comment

Your email address will not be published. Required fields are marked *