#Breaking News

ପୋଲିସ ରିଝର୍ବ ପଡ଼ିଆ ଠାରେ 59ତମ ଗୃହରକ୍ଷୀ ଦିବସ ପାଳିତ

ଢେଙ୍କାନାଳ(ଉଲାପ୍ର)ଢେଙ୍କାନାଳ ଜିଲ୍ଲାର ସ୍ଥାନୀୟ ରିଝର୍ବ ପଡ଼ିଆଠାରେ 59ତମ ଗୃହରକ୍ଷୀ ଦିବସ ପାଳିତ ହୋଇଯାଇଛି । ଆଜିର ଏହି ଦିବସରେ ମୁଖ୍ୟ ଅତିଥିରୁପେ ଢେଙ୍କାନାଳର ଏସ୍ପି ଏଲ. ଦିବ୍ୟା ଭି. ଯୋଗଦେଇ ଗୃହରକ୍ଷୀ ମାନଙ୍କ ଉଦେଶ୍ୟରେ ଅଭିଭାଷଣ ରଖିଥିଲେ । ଗୃହରକ୍ଷୀ ବାହିନୀଦ୍ୱାରା ଉଚ୍ଚ ପଦସ୍ତ ଅଧିକାରୀ ମାନଙ୍କୁ ସଂମାନ ଦେବା ଉଦେଶ୍ୟରେ ଏକ ପ୍ୟାରେଡ଼ ପଦର୍ଶନ କରାଯାଇଥିଲା ।

Leave a comment

Your email address will not be published. Required fields are marked *