#Uncategorized

ଆଳୁରେ ଲାଗୁଛି ନିଆଁ, ଗରାଖ ହେଲେଣି ଛାନିଆ ।

ଆଠଗଡ଼ : ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଆଠଗଡ ରେ ଆଳୁ କିଲୋ ହେଲା 30 ଟଙ୍କା, କାଲି ଥିଲା 25 ଆଜିହେଲା 30,ଏଠି ଯୋଗାଣ ବିଭାଗ ଆରାମ ରେ ଶୋଇଛି, ଯୋଗାଣବିଭାଗ ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ରେ ଯଦି ଏଭଳି ଅବସ୍ଥା ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ଆଳୁକିଲୋ କେତେ ଟିକେ କହିବେ ? ଆଉ ଦୁଇଦିନ ପରେ ଆଳୁ କିଲୋ 40 ରେ ପହଞ୍ଚିବ ବୋଲି ଦୋକାନୀ କୁହାକୁହି ହେଲେଣି।କୋଉ ଦୋକାନୀଙ୍କ ପାଖରେ ଚିଠା ନାହିଁ ହେଲେ ଆଳୁ ଦର ବଢୁଛି କେମିତି। ବିଭାଗୀୟ ଅଧିକାରୀ କାହିଁକି ନେଉ ନାହାନ୍ତି କାର୍ଯ୍ୟାନୁଷ୍ଠାନ ? ବେପାରୀଙ୍କ ସହିତ ଅଧିକାରୀଙ୍କ କିଛି ସଂପର୍କ ରହିଛି କି ? ବେପାରୀ ରୋକ୍ ଠୋକ୍ କହୁଛି ଇଚ୍ଛା ପାଉଛି ନିଅ ନହେଲେ ଯାଅ । ଆରେ ଭାଇ ପୋକରା ଆଳୁ ଯଦି ୩୦ ତାହେଲେ ଭଲ ଆଳୁ କେତେ ?

Leave a comment

Your email address will not be published. Required fields are marked *