#Breaking News

ବୋଲେରୋ ସହ ଗ6ଜଂଇ ଜବତ, ଦୁଇ ଗିରଫ ଅନ୍ୟ ଦୁଇ ଚମ୍ପଟ

.
ଫୁଲବାଣୀ-(ସୁନୀଲପଟନାୟକ)
କୌଣସି ସୁତ୍ର ରୁ ଖବର ପାଇ ସଦର ଥାନା ପୋଲିସ ଆଇଆଇସି ପ୍ରଶାନ୍ତ ବେହେରାଙ୍କ ନେତୃତ୍ଵରେ ସୁଡ଼ରୁ କୁମ୍ପା ରାସ୍ତା ଏନଏଚ 157ଉପରେ ଚଢାଉ କରାଯାଇ ଏକ ବୋଲେରୋ ନଂ-ଓଡ଼ି୩୩ -ଏମ ୬ ୧ ୯ ୩ ସହଦୁଇଟି ବେଗ ରେ ଥିବା ୪୩.୭ କେଜି ଗ6ଜଂ ଇ ଜବତ କରିବା ସହ ଏ ସଂପର୍କରେ ଚାରି ଜଣ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି ।ତେବେ ଅନ୍ୟ ୨ ଜଣ ଅଭିଯୁକ୍ତ ପୋଲିସ କୁ ଦେଖି ଚମ୍ପଟ ମାରିଥିଲେ l
ଗିରଫ ଦୁଇ ଜଣ ହେଲେଝାଡବଳସକୁମ୍ପା ର ଅଶୋକ ବେହେରା ଓ ଲମ୍ବl ଗୁଡ଼ାରି ର ରାଜେଶ ଯାନୀ ବୋଲି ପୋଲିସ କହିଛି। ସଦରପୋଲି ସ ଏ ନେଇ 140/21ରେ ମାମଲା ରୁଜୁ କରିଛି।ଅନ୍ୟ ଫେରାର ୨ ଅଭିଯୁକ୍ତ କୁ ଅତି ଶିଘ୍ରଗିରଫ କରାଯିବ ବୋଲି ପୋଲିସ କହିଛି l
ଏ ସବୁ ଗ6ଜଂଇ କନ୍ଧମାଳରୁ ବାହାରକୁ ଚାଲାଣ ହେଉଥିଲା। ସଦର ଥାନା ଅଧିକାରୀ ପ୍ରଶାନ୍ତ ବେହେରା ଙ୍କ ନିଷ୍ଠାପର ଉଦ୍ୟମ ଓ ଆନ୍ତରୀକତା ଯୋଗୁଁ ଗ6ଜଂ ଇ ଚୋରାଚାଲାଣ ରୋକ। ଯାଇ ପାରିଛି ।

Leave a comment

Your email address will not be published. Required fields are marked *