#Uncategorized

ସ୍ବର୍ଗତ ବାବାଜୀ ଚରଣ ପଣ୍ଡା ଓ ରତ୍ନମଣି ପଣ୍ଡାଙ୍କ ପ୍ରଥମ ଶ୍ରାଦ୍ଧଉତ୍ସବ ପାଳିତ


ଯାଜପୁର(ଉଲାପ୍ର)ଯାଜପୁର ଜିଲ୍ଲା ଗୋଡିପାଟିଆ ଗ୍ରାମ ଠାରେ ଉତ୍କଳ ସାମ୍ବାଦିକ ସଙ୍ଘ ସାଧାରଣ ସମ୍ପାଦକ ବେଣୁଧର ପଣ୍ଡାଙ୍କ ପିତା ସ୍ବର୍ଗତ ପଣ୍ଡିତ ବାବାଜିଚରଣ ପଣ୍ଡା ଓ ମାତା ସ୍ବର୍ଗତ ରତ୍ନମଣି ପଣ୍ଡାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅନୁଷ୍ଠିତ

ହୋଇଯାଇଛି, ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ ଯାଜପୁର ଜିଲାର ବର୍ଷିଆନ ନେତା ତଥା ଧର୍ମଶାଳାର ପୂର୍ବତନ ବିଧାୟକ କାଙ୍ଗାଳି ଚରଣ ପଣ୍ଡା,ବରିଷ୍ଠ ସାମ୍ବାଦିକ ଅରୁଣ କୁମାର ପଣ୍ଡା,ଅବସରପ୍ରାପ୍ତ ଜିଲା ଜଜ ଗୟାଧର ପଣ୍ଡା,କଟକ ଜିଲ୍ଲା ସାମ୍ବାଦିକ ସଙ୍ଘ ସଭାପତି ଲଲାଟେନ୍ଦୁ ସେନାପତି,ସାମ୍ବାଦିକ ବିଜୟ ନାୟକ,ପ୍ରଦିପ ମହାପାତ୍ର,ଆଇନଜୀବୀ ରାମ ରାୟ, ସୂର୍ଯ୍ୟ ମିଶ୍ର ପ୍ରମୁଖ ଯୋଗଦେଇ ସ୍ବର୍ଗତ ଆତ୍ମାର ସଦଗତି କାମନା କରିଥିଲେ,କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ କାହୁଁ ଚରଣ ଦାସ।

Leave a comment

Your email address will not be published. Required fields are marked *