#Breaking News #Uncategorized

ଏ ଟି ବି ଏନ୍ ତରଫରୁ ଆର୍ଥିକ ସହାୟତା ପ୍ରଦାନ

ନରସିଂହପୁର 25.05.21(ଉ ଲା ପ୍ର)
ନରସିଂହପୁର ନୀଳକଣ୍ଠପୁର ର ଓକିଲ ଜ୍ଞାନରଞ୍ଜନ ଦାସ ଙ୍କ ଅକାଳ ବିୟୋଗ ରେ ତାଙ୍କ ପରିବାର କୁ ଏ ଟି ବି ଏନ୍ ଓକିଲ ସଂଘର ସଭାପତି ଫଣି ଭୂଷଣ ରଥ ଓ ତାଙ୍କର ସହଯୋଗୀ ବଡ଼ମ୍ବା ଓକିଲ ସଂଘର ଓକିଲ ସରୋଜ କୁମାର ବେଉରା, ନରସିଂହପୁର ଓକିଲ ସଂଘର ସଭାପତି ନିର୍ମଲେନ୍ଦୁ ମିଶ୍ର ଓ ସମ୍ପାଦକ ନର ନାରାୟଣ ବାରିକ, କୋଷାଧ୍ଯକ୍ଷ ଆମର ସିଂ, ଗ୍ରନ୍ଥା ଗାରିକ ଦେବଦତ୍ତ ମଳୟ କୁମାର ବରାଳ, ଓକିଲ ପ୍ରକାଶ କୁମାର ମହାପାତ୍ର ଓ ଭୁବନେଶ୍ଵର ଓକିଲ ସଂଘର ବିଷ୍ନୁ ଚାରଣ ଦାସ ପ୍ରମୁଖ ସ୍ଵର୍ଗତ ଦାସ ଙ୍କ ପତ୍ନୀ ଓ ପରିବାର ଙ୍କୁ ଭେଟି 10000 ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଥିଲେ

Leave a comment

Your email address will not be published. Required fields are marked *