#Uncategorized

କଟକ ଶତାବ୍ଦୀ ଭବନରେ ଓଡ଼ିଆ ଗୀତିକବି ସମାଜ ୨୮ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ


କଟକ(ଉଲାପ୍ର)ରାଜ୍ୟର ସାଂସ୍କୃତିକ ପ୍ରାଣକେନ୍ଦ୍ର କଟକ ଶତାବ୍ଦୀ ଭବନ ଠାରେ ରାଜ୍ୟ ଓଡ଼ିଆ ଗୀତିକବି ସମାଜର ୨୮ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି,କାର୍ଯ୍ୟକାରୀ ସଭାପତି ଲିଙ୍ଗରାଜ ରଥଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସକାଳ ଅଧିବେଶନରେ ଗୀତିକବିତା ପାଠୋତ୍ସଭ ଅନୁଷ୍ଠିତ ହୋଇଥିଲା,ଏଥିରେ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ ବାବାଜୀ ଚରଣ

ଜେନା,ଅନ୍ୟତମ ଅତିଥି ଭାବେ ଡକ୍ଟର ନାରାୟଣ ପ୍ରସାଦ ଜେନା,ଗୋପକୃଷ୍ଣ ନାୟକ,ପ୍ରେମଚାନ୍ଦ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ, ଗୀତିକବିତାକୁ ସଂଯୋଜନା କରିଥିଲେ ସଂଧ୍ୟାରାଣୀ ମିତ୍ର,ଓଡ଼ିଆ ଗୀତିକବି ସମାଜର ସଭାପତି ମନୋଜ ପଟ୍ଟନାୟକ ଧନ୍ୟବାଦ ପ୍ରଦାନ କରିଥିଲେ।

Leave a comment

Your email address will not be published. Required fields are marked *