#Breaking News #District

ନାବାଳିକା ଅପହରଣ ଘଟଣା ର କାର୍ଯ୍ୟାନୁଷ୍ଠାନ ନେଇ ଏସପି ଙ୍କୁ ଭେଟିଲେ ପରିବାର ଲୋକେ


ଫୁଲବାଣୀ ( ସୁନୀଲ ପଟ୍ଟନାୟକ) କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ର କଖାରୁଝୋଲା ର ଜୋରସାହି ର ତେର ବର୍ଷ ର ନାବାଳିକା ଝିଅ ପ୍ରିୟଲକ୍ଷ୍ମୀ ଗଣ୍ଡା କୁ ଗତ ଦୁଇ ମାସ ହେଲା କେହି ଦୁର୍ବୃତ ଅପହରଣ କରି ନେଇଥିବା ତା ବାପା, ମା ଅଭିଯୋଗ କରିଥିଲେ l ଏ ନେଇ ଚକାପାଦ ଥାନା ରେ ଲିଖିତ ଅଭିଯୋଗ କଲା ପରେ ଏବଂ ବାରମ୍ବାର କନ୍ଧମାଳ ଏସ ପି ଏବଂ ଜି. ଉଦୟଗିରି ଏସଡି ପି ଓ ଙ୍କୁ ସାକ୍ଷାତ କରିବା ପରେ ମଧ୍ୟ୍ୟ ପୋଲିସ କୌଣସି ପଦକ୍ଷେପ ଗ୍ରହଣ କରିନଥିବା ଅଭିଯୋଗ କରିଛନ୍ତି l ଓଲଟା ଚକାପାଦ ଥାନା ଅଧିକାରୀ ତାଙ୍କ ବାପା ମା ଙ୍କୁ ବାରମ୍ବାର ଥାନା କୁ କାହିଁକି ଆସୁଛ କହି ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି ଝିଅର ବାପା ମା l ଆଜି ଯୁବ ନେତା ତଥା କେ ସି ୱାଇପି ର ସଭାପତି ଶିବାଶିଷ ପଣ୍ଡା ଙ୍କ ନେତୃତ୍ୱରେ ଝିଅ ର ବାପା, ମା ଙ୍କ ସହିତ ଯାଇ କନ୍ଧମାଳ ଏସପି ଙ୍କୁ ପୁନର୍ବାର
ସାକ୍ଷାତ କରି ଏ ଘଟଣା କୁ ଗୁରୁତ୍ୱର ସହିତ ନେବାକୁ ଦାବି କରିଥିଲେ l
ଏସପି ଶୁଭେନ୍ଦୁ ପାତ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି l
କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ର କଖାରୁଝୋଲା ର ଜୋରସାହି ର ତେର ବର୍ଷ ର ନାବାଳିକା ଝିଅ ପ୍ରିୟଲକ୍ଷ୍ମୀ ଗଣ୍ଡା କୁ ଗତ ଦୁଇ ମାସ ହେଲା କେହି ଦୁର୍ବୃତ ଅପହରଣ କରି ନେଇଥିବା ତା ବାପା, ମା ଅଭିଯୋଗ କରିଥିଲେ l ଏ ନେଇ ଚକାପାଦ ଥାନା ରେ ଲିଖିତ ଅଭିଯୋଗ କଲା ପରେ ଏବଂ ବାରମ୍ବାର କନ୍ଧମାଳ ଏସ ପି ଏବଂ ଜି. ଉଦୟଗିରି ଏସଡି ପି ଓ ଙ୍କୁ ସାକ୍ଷାତ କରିବା ପରେ ମଧ୍ୟ୍ୟ ପୋଲିସ କୌଣସି ପଦକ୍ଷେପ ଗ୍ରହଣ କରିନଥିବା ଅଭିଯୋଗ କରିଛନ୍ତି l ଓଲଟା ଚକାପାଦ ଥାନା ଅଧିକାରୀ ତାଙ୍କ ବାପା ମା ଙ୍କୁ ବାରମ୍ବାର ଥାନା କୁ କାହିଁକି ଆସୁଛ କହି ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି ଝିଅର ବାପା ମା l ଆଜି ଯୁବ ନେତା ତଥା କେ ସି ୱାଇପି ର ସଭାପତି ଶିବାଶିଷ ପଣ୍ଡା ଙ୍କ ନେତୃତ୍ୱରେ ଝିଅ ର ବାପା, ମା ଙ୍କ ସହିତ ଯାଇ କନ୍ଧମାଳ ଏସପି ଙ୍କୁ ପୁନର୍ବାର
ସାକ୍ଷାତ କରି ଏ ଘଟଣା କୁ ଗୁରୁତ୍ୱର ସହିତ ନେବାକୁ ଦାବି କରିଥିଲେ l
ଏସପି ଶୁଭେନ୍ଦୁ ପାତ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି l

Leave a comment

Your email address will not be published. Required fields are marked *