#Uncategorized

ସ୍ବର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ୫୬ ତମ ଜନ୍ମବାର୍ଷିକୀ ଉପଲକ୍ଷେ ଆଠଗଡ ମହାବୀର ପ୍ଲାଜା ଠାରେ ସମ୍ବାଦ ଆମ ଓଡ଼ିଶା ଓ ଯୁବ କଂଗ୍ରେସ ର ମିଳିତ ସହଯୋଗରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ

କଂଗ୍ରେସ ଦଳର ଉତ୍ତୁଙ୍ଗ ବ୍ୟକ୍ତିତ୍ୱ ଟାଣୁଆ ରାଜନେତା ସ୍ପଷ୍ଟବାଦି ବ୍ୟକ୍ତିତ୍ୱ ସ୍ବର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ୫୬ ତମ ଜନ୍ମବାର୍ଷିକୀ ଉପଲକ୍ଷେ ଆଠଗଡ ମହାବୀର ପ୍ଲାଜା ଠାରେ ସମ୍ବାଦ ଆମ ଓଡ଼ିଶା ଓ ଯୁବ କଂଗ୍ରେସ ର ମିଳିତ ସହଯୋଗରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି,

ଏହି ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ପୂର୍ବତନ ବିଧାୟକ ଉମା ବଲଭ ରଥ,ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ପିସିସି ସଭ୍ୟ ଅକ୍ଷୟ ତୁଙ୍ଗ ସାମନ୍ତ ଓ ଯୁବ କଂଗ୍ରେସ ସଭାପତି ମନୋ ରଞ୍ଜନ ପଟ୍ଟନାୟକ,ରକ୍ତଦାନ ଶିବିରକୁ ସହାୟତା କରିଥିଲେ ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର୍ ମେଘା ସେକଟରର କର୍ମଚାରୀ ମାନେ, ଯୁବ କଂଗ୍ରେସ ର ସମସ୍ତ ଯୁବକ ମାନେ ସହଯୋଗ କରିଥିବା ବେଳେ ୫୦ ରୁ ଉର୍ଦ୍ଧ୍ବ ୟୁନିଟ ରକ୍ତ ସଂଗ୍ରହ କରାଯାଇ ଥିଲା।

Leave a comment

Your email address will not be published. Required fields are marked *