#Breaking News

ବେଲଘର ପଂଚାୟତ ର ବହୁ ବିଜେଡି ଓ କଂଗ୍ରେସ କର୍ମୀ ଓନେତା ବିଜେପି ରେ ସାମିଲ


ଫୁଲବାଣୀ (ସୁନୀଲ ପଟନାୟକ )
ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଘୋଷଣା ପରେ ଏବେ ଗ୍ରାମଞ୍ଚଳ ରେ
କୁଜି ନେତା ଓ କର୍ମୀ ଙ୍କ ପ୍ରତିଦିନଦଳ ଡିଆଁ ଚାଲିଛି lଆଜି ବେଲଘର ଠାରେ ବିଜେପି ନେତା ତଥା ପୂର୍ବତ ନ ବିଧାୟକ କରେନ୍ଦ୍ର ମାଝୀ ଙ୍କ ଉପସ୍ଥିତିରେ ବହୁ ବିଜେଡି ଓ କଂଗ୍ରେସ କର୍ମୀ ଓ ନେତା ଦଳ ଛାଡି ବିଜେପି ରେ ମିଶିଛନ୍ତି l ଦଳ ରେ ରହି ସେମାନେ ନିଷ୍ଠା ର ସହ କାମ କରିଆସୁଥିଲେ ମଧ୍ୟ ବ୍ଳକ ସ୍ତରୀୟ ନେତା ମାନେ ସେମାନଙ୍କୁ ଅଣଦେଖା କରିବା, ଗୁରୁତ୍ୱ ନ ଦେବା ଅଭିଯୋଗ କରି ଦଳ ଛାଡି ପୂର୍ବତନ ବିଧାୟକ ମାଝୀ ଙ୍କ ଉପରେ ଆସ୍ଥା ଓ ବିଶ୍ୱାସ ରଖି ବିଜେପି ରେ ଯୋଗ ଦେଇଥିବା କହିଛନ୍ତି l
ଏମାନଂକ ଯୋଗଦାନ ବିଜେପି ର ଶକ୍ତିବୃଦ୍ଧି କରିବବୋଲି କରେନ୍ଦ୍ର ଆଶା ପ୍ରକଟ କରିଛନ୍ତି l

Leave a comment

Your email address will not be published. Required fields are marked *