#Breaking News #District #Headlines #Slider #State #ରାଜ୍ୟ ଖବର

କଟକରେ ବିଜେପିର ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ

କଟକ ( ଉଲ୍ଲାପ୍ର )ଜାନୁଆରୀ ୨୨ତାରିଖରେ ଅଯୋଧ୍ୟାରେ ହେବାକୁ ଥିବା ଶ୍ରୀରାମ ଜନ୍ମଭୂମି ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ସମସ୍ତ ଦେବାଳୟ ସଫେଇ କାର୍ଯ୍ୟକ୍ରମର ଅଂଶ ସ୍ୱରୂପ କଟକ ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡୁଙ୍କ ନେତୃତ୍ୱରେ ଚହଟା ଶ୍ରୀରାମ ନିଗମେଶ୍ୱର ମନ୍ଦିର ଓ ପରେ ପରେ କଟକ ଚଣ୍ଡୀ ମନ୍ଦିର ସଫେଇ କାର୍ଯ୍ୟ ହୋଇଥିଲା. ରାଜ୍ୟ ଉପସଭାପତି ଡ଼ଃ ପୂର୍ଣ୍ଣଚନ୍ଦ୍ର ମହାପାତ୍ର,ଗୀତା ଦାସ,ପ୍ରଦୀପ ବେହେରା, ପ୍ରତାପ ରାଉତରାୟ, ରଶ୍ମିରେଖା ଦାସ,ମନୋଜ ପତି,କଳ୍ପନା ପଟ୍ଟନାୟକ, ପ୍ରବୋଧ ବଡ଼ପଣ୍ଡା,ସ୍ମୃତି ପଟ୍ଟନାୟକ, ହେମନ୍ତ ବେହେରା,ସନ୍ତୋଷ ମହାନ୍ତି,

ପ୍ରବୀଣା ମହାପାତ୍ର,ମହମ୍ମଦ ସବିର, ସୁଶାନ୍ତ ମହାନ୍ତି,ହରିଚନ୍ଦନ ନାୟକ,ରତନ ମହାନ୍ତି, କୀର୍ତ୍ତି ଚନ୍ଦ୍ର ସାମଲ ,ଚିତ୍ତ ରଞ୍ଜନ ଦାସ,ସୁବାଷ ମହାନ୍ତି,ୱାଇ ୱାଣି, ମନୋରମା ରାଉତ,ଶିବପ୍ରସାଦ ନାୟକ ,ସୁଶ୍ରୀ ରାଜନନ୍ଦିନୀ,ସନ୍ତୋଷୀ ଚୌଧୁରୀ,କବିରଞ୍ଜନ ମହାନ୍ତି, ଦିଲ୍ଲୀପ ସାହୁ, ନମିତା ମିଶ୍ର, ନିରଞ୍ଜନ ବେହେରା, ଦାଶରଥୀ ବେହେରା, ଅନୁପମ ଦାସ,ଶରତ ଭୋଳ,ସଂଗ୍ରାମ ସିଂ,କଲ୍ୟାଣୀ ମହଲା, ଅଳକା ମହାନ୍ତି, ପ୍ରେମାନନ୍ଦ ଦାସ,ତପନ ବେହେରା, ସ୍ମୃତି ରଞ୍ଜନ ମହାନ୍ତି, ସତ୍ୟଜିତ ମହଲା,ଶିଳ୍ପା ଗିରି ଗୋସ୍ୱାମୀ,ଜଗଦାନନ୍ଦ ତ୍ରିପାଠୀ,ଶୈଳ ଅପା,କବିତା ଦଳେଇ,ସତ୍ୟବ୍ରତ ଦୀକ୍ଷିତ, ସଂଯୁକ୍ତା ମିଶ୍ର,ବାଣୀ ମିଶ୍ର,ବିଶ୍ୱଜିତ ପ୍ରଧାନ, ସ୍ନେହମଞ୍ଜରୀ ମହାନ୍ତି,ମୁରଲୀଧର ଶତପଥି, ବୁଲଗାରିନ ମହାପାତ୍ର,ଡ଼ଃ ଶକ୍ତି ଦାସ ପ୍ରମୁଖଙ୍କ ସହିତ ଦୁଇଶହ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ସଫେଇ କାର୍ଯ୍ୟ ପରିଚାଳନା କରିଥିଲେ.

Udaya Labanya 21-27January

Leave a comment

Your email address will not be published. Required fields are marked *