#Breaking News

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନିତୀ ଅଭିଯୋଗ, ତଦନ୍ତ ଦାବୀ କଲେ ବିଜେପି ନେତା


ଫୁଲବାଣୀ-( ସୁନୀଲ ପଟନାୟକ)
କେଉଁଠି ହିତାଧିକାରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇଁ ଧ।ଇଁ ଧାଇଁ ହତାଶ ହେଉଛି ତ ଆଉ କେଉଁଠି ହିତାଧି କ।ରିଙ୍କୁ ଘର ମିଳୁଛି ହେଲେ ସେ ସବୁ କାମ ଠିକାଦାର ଦ୍ଵାରା ନିମ୍ନମାନର କରାଯାଉଥିବା ନେଇ ହିତାଧିକାରି ଅଭି 6ଯାଗ କରୁଛନ୍ତି। ଏଭଳି ଅଭିଯୋଗ ଆସିଛିକନ୍ଧମାଳ ଜିଲା କନୁଆଗାଁ ବ୍ଳକ କୁଡୁତୁଲି ପଞ୍ଚାୟତରୁ ।
ପଞ୍ଚାୟତ ଅଧୀନ ପାଇର ମାଲଗ୍ରାମରେ କିଛି ଗରୀବ ବା ସହୀନ ହିତାଧି କ।ରିଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳିଥିଲା। ହିତାଧିକାରୀ ନିଜେ ଘର କରିବାଲାଗି ନିୟମ ଥିଲେ ମଧ୍ୟ ଯନ୍ତ୍ରୀଙ୍କ ଜାଣତରେ ଠିକାଦାର ବା ମଧ୍ୟସ୍ଥି ଜରିଆରେ ଘର ନିର୍ମାଣ କରାଯାଇଥିବା ଅଭିଯୋଗ ହୋଇଛି । ଏଥିରେ ଠିକାଦାର ଓ ଯନ୍ତୀଭଲର କ କମିଶନ ନେଇନିମ୍ନମାନର କାର୍ଯ୍ୟ କରିଥିବା ବିଜେପି ରବରୀଷ୍ଠ ନେତା କମଳା କାନ୍ତ ପାଣ୍ଡେ ଅଭିଯୋଗ କରିଛନ୍ତି ।
ସେହିପରି ହିତାଧିକାରୀଙ୍କ ଘରେ ଟଏଲେଟନିର୍ମାଣ ହୋଇ ନ ଥିବା ଅଭିଯୋଗ ହୋଇଛି । ତେବେ ବ୍ଳକ୍ ପକ୍ଷରୁ ଘରେ ରହିବାଲାଗି ମଧ୍ୟ ବାଧ୍ୟ କରାଯାଉଛି। ହିତାଧି କ।ରି ଅଭିଯୋଗ କଲେ ତମକୁ ଘର ମିଳୁନ ଥିଲା, ଆମ ପାଖକୁ ନିତି ଘର ପାଇଁ ଧାଉଁଥିଲ।
ଆମେ ଘର ଦେଲୁ, ମାଗଣା ପାଇଲଆଉ ଘରକାମ ନିମ୍ନ ମାନର ବୋଲି ନେତାଙ୍କୁ କହୁଛ? ବୋଲି ଯନ୍ତ୍ରୀ କୁ ଆଡେ ହିତାଧିକାରୀମାନଙ୍କୁ ଧମକାଉଥିବା ଶୁଣିବାକୁ ମିଳୁଛି ।
ଏଣୁ ଭିଜିଲାନ୍ସ ବିଭାଗ ପକ୍ଷରୁ ଏହାର ତଦନ୍ତ୍ର କରି ଯନ୍ତ୍ରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ନେତା କମଳାକାନ୍ତ ପାଣ୍ଡେ ଦୃଢ ଦାବୀ କରିଛନ୍ତି।

Leave a comment

Your email address will not be published. Required fields are marked *