#Breaking News

ଦୁଇଟି କାର ମୁହାଁ ମୁହିଁ ଧକା, ୩ ଗୁରୁତର

.
ଫୁଲବାଣୀ (ସୁନୀଲ ପଟନାୟକ )
ଶୁକ୍ରବାର ସନ୍ଧ୍ୟାରେ ଫୁଲବାଣୀ ସଦର ଥାନା ଅନ୍ତର୍ଗତ ଵିଶିପଦା ନିକଟରେ ମାରୁତି ସ୍ବିଫ୍ଟ ଡି ଜା ୟୀ ରଓ ଇଣ୍ଡିକା ଦୁଇଟି କାର ମୁହାଁମୁହିଁ ଧକା ହେବା ଫଳରେ ବସିଥିବା ୩ ଜଣ ଗୁରୁତର ଆହାତ ହୋଇଥିଲେ l
ଆହାତ ମାନଙ୍କୁ ବାଲିଗୁଡା ଏନଏ ସି ୧ ନମ୍ବର କାଉନସିଲର ଅଜୟ ଡିଗାଲ ଓ ତାଙ୍କର ଦୁଇ ସାଙ୍ଗ ଦେଖିବା ପରେ ତୁରନ୍ତ ଉଭୟ କାର ର ୩ ଆହାତ ମାନକୁ ଉଦ୍ଧାର କରି ସଦର ମହକୁମା ଡାକ୍ତର ଖାନା ରେ ଭର୍ତିକରିବା ସହ ଚିକିତ୍ସା ଵ୍ୟଵସ୍ଥା ବୁଝିଥିଲେ l
ଦୁର୍ଘଟଣା ଗ୍ରସ୍ତ ଦୁଇଟି କାର ହେଲା ଓଡି -୩ ୩ ୱାଇ ୮ ୭ ୨ ୩ ଓ ଅନ୍ୟଟି ଓ ଡି ୭ ଏ ୩ ୬ ୩ ୮ l
ଖବର ପାଇ ସଦର ପୋଲିସ ଘଟଣା ସ୍ଥଳ ରେ ପହଂଚି ତଦନ୍ତ ଆରମ୍ଭ କରିଛି l ୱାର୍ଡ ମେମ୍ବର ଅଜୟ ଓ ସାଙ୍ଗ ମାନଙ୍କ ଏଭଳି ମହାନ କାର୍ଯ୍ୟ ପାଇଁ ସାଧାରଣ ରେ ପ୍ରଶଂସା କରାଯାଇଛି ।

Leave a comment

Your email address will not be published. Required fields are marked *