#Uncategorized

ଅହମଦାବାଦ ରେ ପହଁଚିଲେ ଆମେରିକା ରାଷ୍ଟ୍ରପତି ଡୋନାଲଡ଼ ଟ୍ରମ୍ପ ଓ ସହଧର୍ମିଣୀ ମିଲେନିଆ ଟ୍ରମ୍ପ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଲେ ସ୍ୱାଗତ ସମ୍ବର୍ଦ୍ଧନା, ବିମାନବନ୍ଦରରୁ ସାବର ମତି ଆଶ୍ରମ ଅଭିମୁଖେ ରାଷ୍ଟ୍ରପତି ଟ୍ରମ୍ପ ଓ ପ୍ରଧାନମନ୍ତ୍ରୀ,ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଲେ ଗୁଜୁରାଟ ବାସି,୨୨ କିଲୋମିଟର ପର୍ଯ୍ୟନ୍ତ କାରକେଡ ସୋ

Leave a comment

Your email address will not be published. Required fields are marked *