#Uncategorized

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଙ୍କ ଆସନ୍ତାକାଲି ତିନିଦିନିଆ ଓଡିଶା ଗସ୍ତ

ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଓଡ଼ିଶା ଗସ୍ତ ସୂଚୀ ପ୍ରକାଶିତ, କାଲି ସଂଧ୍ୟା ୬ଟା ୨୫ରେ ଭୁବନେଶ୍ବର ପହଞ୍ଚିବେ ରାଷ୍ଟ୍ରପତି, ଭୁବନେଶ୍ବର ରାଜଭବନରେ କାଲି ରାତ୍ରିଯାପନ କାର୍ଯ୍ୟକ୍ରମ, ମାର୍ଚ ୨୧ ସକାଳ ୯ଟା ୪୫ରେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିବେ, ପୂର୍ବାହ୍ନ ୧୦ଟା ୫୫ରେ ରାଉରକେଲା NITରେ ପହଞ୍ଚିବେ ୨୧ରେ NITର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି, ରାଉରକେଲାରୁ ଫେରି ରାଜଭବନରେ ରାତ୍ରିଯାପନ କରିବେ, ମାର୍ଚ ୨୨ ସକାଳ ୯ଟା ୫ରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିବେ, ଦିନ ୧୦ଟା ୪୫ରେ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ୧୧ଟା ୩୦ରେ IOFLର ବ୍ୟାଖ୍ୟାନ କେନ୍ଦ୍ର ପରିଦର୍ଶନ କରିବେ, ଅପରାହ୍‌ଣ ୪ଟା ୫୫ରେ ଭୁବନେଶ୍ବରରୁ ଦିଲ୍ଲୀ ଅଭିମୁଖେ ପ୍ରତ୍ୟାବର୍ତ୍ତନ

Leave a comment

Your email address will not be published. Required fields are marked *