ମା ପାଟଖଣ୍ଡା ଦୁର୍ଗାପୂଜା ସମିତି ସାଧାରଣ ବୈଠକ

Udaya_Labanya | October 3, 2022 | 1

ଫୁଲବାଣୀ (ଉଲା ପ୍ର )ବାଲିଗୁଡା ସ୍ଥିତ ମାପlଟ୍ଟଖଣ୍ଡା ଦୁର୍ଗାପୂଜା ସମିତି ର ସର୍ବ ସାଧାରଣ ବୈଠକ ଶାନ୍ତି ଶୃଙ୍ଖଳାର ସହିତ ସମାପନ ହୋଇ ଯାଇଛି l ଅନୁଷ୍ଠାନ ର ସଭାପତି ଲୋକନାଥ ପାଢ଼ୀ ଅଧକ୍ଷତା କରିଥିବା ବେଳେ ସମ୍ପାଦକ ଟି ଶ୍ରୀନିବାସ ରାଓ ବାର୍ଷିକ ବିବରଣୀ ପାଠ କରିଥିଲେ l ମୁଖ୍ୟ ଅତିଥି ଭାବେ ବରିଷ୍ଠ ନାଗରିକ ତଥା ଆଇନଜୀବି କୌଶିକ ସାହୁ ଉପସ୍ଥିତ ଥିଲେ ସମସ୍ତ ସାହିର ବାସିନ୍ଦା ବୈଠକ […]

ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସାନଉଲମା ଗ୍ରାମରେ…

Udaya_Labanya | September 30, 2022 | 0

_ ନବରଙ୍ଗପୁର/ ଡାବୁଗାଁ(ନି.ପ୍ର): ତା. ୨୯/୦୯/୨୦୨୨ ରିଖ ଦିନ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ବଡ଼ଉଲମା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଉଲମା ଗ୍ରାମରେ ଲୋକଙ୍କ ଅଧିକାର ଓ ଜୈବିକ ଚାଷକୁ ନେଇ ସାମାଜିକ ଓ ଆର୍ଥିକ ସଚେତନତା ଉପରେ କାଯ୍ୟ କରୁଥିବା ଲୋକଙ୍କ ସଂଗଠନ “ଜନ ସୁରକ୍ଷା ମଞ୍ଚ ” ନବରଙ୍ଗପୁର , ଓଡ଼ିଶା ଶ୍ରମଜୀବୀ ମଞ୍ଚ , ମହିଳା ଶ୍ରମଜୀବୀ ମଞ୍ଚ ଓଡ଼ିଶା ଓ ଆତ୍ମାଶକ୍ତି ଟ୍ରଷ୍ଟ ମିଳିତ ସହଯୋଗରେ […]

ରୋଟାରୀ କ୍ଲବ ପକ୍ଷରୁ ଛାତ୍ର ଛାତ୍ରୀପୁରସ୍କୃତ

Udaya_Labanya | September 25, 2022 | 0

ଫୁଲବାଣୀ (ସୁନୀଲ ପଟନାୟକ )ରବିବାରଫୁଲବାଣୀ ରୋଟାରୀ କ୍ଲବ ପକ୍ଷରୁ କ୍ଲବ ର ସମ୍ମିଳନୀ କକ୍ଷ ଠାରେସ୍କୁଲ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ବେସିକ ଏଜୁକେସନ ଉପରେ ହୋଇଥିବା ଏକ ପ୍ରତିଯୋଗୀତା ର କୃତି ଛାତ୍ରଛାତ୍ରୀ ଙ୍କୁମାନପତ୍ର, କପ, ଅର୍ଥ ରାଶି ପ୍ରଦାନ କରି ପୁରସ୍କୃତ କରାଯାଇଥିଲା lରୋଟାରୀ କ୍ଲବ ପକ୍ଷରୁ ଆୟୋଜିତ ପୁରସ୍କାର ବିତରଣୀ ଉତ୍ସଵରେ ସଭାପତି ତଥା ବରିଷ୍ଠ ଆଇନଜୀବୀ ହରିଶ୍ଚନ୍ଦ୍ର ମହାରଣା ସଭାପତିତ୍ୱ କରିଥିବା ବେଳେ କାର୍ଯ୍ୟକ୍ରମ ରେ […]

ଫୁଲବାଣୀ ରେ ଚକ୍ଷୁ ଚିକିତ୍ସା ଶିବିର, ୪୩ଜଣ…

Udaya_Labanya | September 25, 2022 | 0

ଫୁଲବାଣୀ (ସୁନୀଲ ପଟନାୟକ )ଫୁଲବାଣୀ ହାଟପଦାସ୍ଥିତ ମାଆ ନାରାୟଣୀ ଙ୍କ ସମ୍ମିଳନୀ କକ୍ଷରେ ମହାନଦୀ ନେତ୍ର ଚିକିତ୍ସାଳୟ ଆନୁକୂଲ୍ୟରେ ମିଳିତ ନାଗରିକ କମିଟି ଓ ସଚେତନ ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଅନୁଷ୍ଠିତ ମାଗଣା ଚକ୍ଷୁ ଚିକିତ୍ସା ଶିବିର ରେ ୨୦୦ରୁ ଅଧିକ ଚକ୍ଷୁ ରୋଗୀ ଙ୍କ ଚିକିତ୍ସା କରାଯାଇଛି।ସେଥିମଧ୍ୟରୁ ୪୩ଜଣ ମୋତିଆ ବିନ୍ଦୁ ଅପରେସନ ପାଇଁ ଚିହ୍ନଟ ହୋଇଥିଲା ବେଳେ ସେମାନଙ୍କ ମଧ୍ୟରୁ ୨୭ଜଣଙ୍କୁ ସୋନପୁର ସ୍ଥିତ ବୀରମହାରଜପୁର ବଣ୍ଡାପାଲିରେ […]

ବିଜେପି ମହିଳା ମୋର୍ଚା କାର୍ଯ୍ୟକାରିଣୀ ବୈଠକ

Udaya_Labanya | September 25, 2022 | 0

ଫୁଲବାଣୀ ରବିବାର କନ୍ଧମାଳ ଜିଲ୍ଲା ବିଜେପି ମହିଳା ମୋର୍ଚା ର କାର୍ଯ୍ୟକାରିଣୀ ବୈଠକ ଫୁଲବାଣି ପାରିଜାତ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିଲା lଜିଲ୍ଲା ବିଜେପି ମହିଳା ମୋର୍ଚା ସଭାପତି ତଥା ମୁନିସିପାଲିଟି ଅଧ୍ୟକ୍ଷା ଶ୍ରୀମତୀ ସ୍ମିତା ରାଣୀ ମହାନ୍ତି ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ କାର୍ଯ୍ୟକାରିଣୀ ବୈଠକ ରେ ରାଜ୍ୟ ସଭାନେତ୍ରୀ ଶୃତି ପଟନାୟକ, କନ୍ଧମାଳ ପ୍ରଭାରୀ ରଶ୍ମି ପଟନାୟକ, ଅର୍ଚନା ପ୍ରଧାନ, ଜିଲ୍ଲା ବିଜେପି ସଭାପତି, ଜଗନାଥ ସାହୁ,ଉପସଭାପତି […]

ନାବାଳିକା ଦୁଷ୍କର୍ମ ଅଭିଯୋଗ ରେ ଅବସର ପ୍ରାପ୍ତ…

Udaya_Labanya | September 25, 2022 | 0

ଫୁଲବାଣୀ ତା,(ସୁନୀଲ ପଟନାୟକ )ଚାରି ବର୍ଷ ର ଶିଶୁ କୁ ଦୁଷ୍କର୍ମ କରିବା ଅଭିଯୋଗ ରେ ପୋଲିସ ଜଣେ ଅବସରପ୍ରାପ୍ତ ଶିକ୍ଷକ ସୁବର୍ଣ ମଲିକକୁ ଗିରଫ କରିଛି lଏଭଳି ଖବର ଆସିଛି କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଦଡକି ଗ୍ରାମ ପଂଚାୟତ ଅନ୍ତର୍ଗତ କାଣୀଦଣୀ ଗ୍ରାମରୁ lଅଭିଯୁକ୍ତ ସୁବର୍ଣ୍ଣ ମଳିକ ଗତ 22 ତାରିଖ ଦିନ ଗ୍ରାମ ର ଏକ ଚାରି ବର୍ଷର ଝିଅ ଅଙ୍ଗନବାଡି କେନ୍ଦ୍ରରେ ଖେଳୁ ଥିବା ସମୟରେ […]

ଦାରିଙ୍ଗବାଡି ରେ ଅବକାରୀବିଭାଗ ର ଚଢ଼ାଉ, ୨୮…

Udaya_Labanya | September 25, 2022 | 0

ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଭ୍ରମରବାଡି ରେ ଅବକାରୀ ବିଭାଗ r ଚଢ଼ାଉ lଅବକାରୀ ବିଭାଗ ସୁପରିଟେଣ୍ଡେଣ୍ଟ ପ୍ରବୀଣ କୁମାର ଙ୍କ ନିର୍ଦେଶ କ୍ରମେ ବିଭାଗ ର କର୍ମଚାରୀ ପୋଲିସ ସହାୟତା ରେ ଭ୍ରମରବାଡି ଗ୍ରାମରେ ଚଢ଼ାଉ କରି ଜଣକୁ ଗିରଫକରିବା ସହ ପ୍ରାୟ ୨୮ କୁଇଣ୍ଟାଲ ଚୋରା ମହୁଲ ଜବତ କରିଛି lଏନେଇ ଅବକାରି ବିଭାଗପକ୍ଷରୁ ୭୭ /୨୨ ରେ ମାମଲା ରୁଜୁ କରି ଅଭିଯୁକ୍ତ କୁ […]

ଜଳ ସ୍ତର ବୃଦ୍ଧି କରିବାକୁ ପ୍ରୟାସ

Udaya_Labanya | September 24, 2022 | 0

ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜିଲାରେ ଜଳସ୍ତର ବୃଦ୍ଧି କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଯଥାସାଧ୍ୟ ପ୍ରୟାସ କରାଯାଉଛି lଜିଲାରେ ଜଳ ସ୍ତର ଦିନକୁ ଦିନ କମିଯାଉଥିବା ଫଳରେ ବିଶେଷ କରି ଖରା ଦିନରେ ଲୋକେ ଜଳ କଷ୍ଟ ଭୋଗୁଛନ୍ତିlପାଣି ଗରା ଏ ପାଇଁ ମାଇଲ ମାଇଲ ବାଟ ଲୋକଙ୍କୁ ଯିବାକୁପଡୁଛି l ନଳ କୂପ, କୂପ,ନଦୀ ନାଳ ଆଦି ସବୁ ଶୁଖିଯାଉଛି lଏହାକୁ ଦୃଷ୍ଟିରେ ରଖି ଜଳ ସ୍ତର କିପରି […]

ଟିକାବାଲି ଏଏମ ସିଏସ ର ପୁନରୁଦ୍ଧାର ଉଦ୍ୟମ

Udaya_Labanya | September 17, 2022 | 0

ଫୁଲବାଣୀ(ସୁନୀଲ ପଟନାୟକ )ଗୁରୁବାର କଂଗ୍ରେସ ଯୁବ ନେତା ପ୍ରତାପ କୁମାର ପ୍ରଧାନଙ୍କ ନେତୃତ୍ୱରେ ଟିକାବାଲି ମାଳ ବାଣିଜ୍ୟ ସମବାୟ ସମିତି (AMCS ) ବଞ୍ଚାଓ ଅଭିଯାନର ପ୍ରଥମ ବୈଠକ ଟିକାବାଲି ପଞ୍ଚାୟତ ଗୃହରେ ଅନୁଷ୍ଠିତ ହେଇ ଯାଇଛି । ଦୀର୍ଘ ୩0 ବର୍ଷ ହେଲାଣି ଏହି ଅଗ୍ରଣୀ ସମବାୟ ଅନୁଷ୍ଠାନ ଏକଦମ ସ୍ଥାଣୁ ଅବସ୍ଥାରେ ଅଛି । ଏହି ଅନୁଷ୍ଠାନକୁ ପୁନରୁଦ୍ଧାର କରିବା ପାଇଁ ସ୍ଥାନୀୟ ଜନସାଧାରଣ ଦ୍ୱାରା AMCS ସୋସାଇଟି […]

ଚିଣ୍ଟୁ ର ମଳ ଦ୍ୱାର ନାହିଁ ଯନ୍ତ୍ରଣା…

Udaya_Labanya | September 12, 2022 | 0

ଫୁଲବାଣୀ (ସୁନୀଲ ପଟନାୟକ )ସମସ୍ତଙ୍କୁ ଉତମ ସ୍ୱାସ୍ଥ୍ୟ ସେବା ମିଳିବ । ଚିକିତ୍ସାରେ କାହାରିକୁ ଅବହେଳା କରାଯିବ ନାହିଁ । ମେଡିକାଲରେ ମାଗଣା ଚିକିତ୍ସା ସହ ଅସ୍ତ୍ରୋପଚାର କରାଯିବ । ଏଥିପାଇଁ ବିଜୁ ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରିଛନ୍ତି ସରକାର । ହେଲେ ସବୁ ଥିଲେ ହେଁ ଏହି ସେବା ମିଳୁ ପାରୁନାହିଁ । ଯାହାର ବାସ୍ତବ ଚିତ୍ର କନ୍ଧମାଳ ଜିଲା ଚକାପାଦ ବ୍ଲକରେ ଦେଖିବାକୁ ମିଳିଛି । ଜନ୍ମ ହେଲା […]

Archives

Categories