#Breaking News

ଚୈତ୍ର ମାସ ଦ୍ୱିତୀୟ ମଙ୍ଗଳବାରରେ ଢେଙ୍କାନାଳ ମା ତାରିଣୀଙ୍କ ପୀଠରେ ଵିଶେଷ ପୂଜା

ଢେଙ୍କାନାଳ(ଉଲାପ୍ର)ଢେଙ୍କାନାଳ ଗାନ୍ଧୀ ମନ୍ଦିର ରୋଡ ସ୍ଥିତ ମା ତାରିଣୀଙ୍କ ପୀଠରେ ଚୈତ୍ର ମାସ ଦ୍ୱିତୀୟ ମଙ୍ଗଳବାର ଥିବାରୁ ଵିଶେଷ ପୂଜା କରାଯାଉଛି।
ପ୍ରାତଃ ରୁ ମଙ୍ଗଳ ଆଳତୀ କରାଯାଇଥିଲା। ଅତର ଜଳରେ ସ୍ନାନ ପରେ ମାଙ୍କୁ ନୂତନ ବସ୍ତ୍ର ଓ ଫୁଲ ହାରରେ ସୁସଜ୍ଜିତ କରାଯାଇଛି।
ମଧ୍ୟାନରେ ପଣା ଭୋଗ ଲାଗି କରାଯାଇ ସନ୍ଧ୍ୟାରେ ଆଳତୀ ପରେ ରାତ୍ରରେ ପଡ଼ିବ ପହଡ଼।

Leave a comment

Your email address will not be published. Required fields are marked *