#Breaking News

ଖୋଲିଲା ନୂତନ କେକ୍ ସପ୍ ‘ ମିଓ ଆମୋରେ

ଢେଙ୍କାନାଳ(ଉଲ୍ଲାପ୍ର )ଢେଙ୍କାନାଳ ସହରସ୍ଥିତି ଲକ୍ଷ୍ମୀବଜାର ଠାରେ ନୂତନ କେକ୍ ସପ୍ ‘ ମିଓ ଆମୋରେ ’ ଉଦ୍‌ଘାଟନ ହୋଇଯାଇଅଛି । ସମାଜସେବୀ ସୁକାନ୍ତ ବେହେରା ଓ ଗୋପାଳ ବେହେରା ଉପସ୍ଥିତ ରହି ଏହାକୁ ଉଦ୍‌ଗାଟନ କରିଥିଲେ । ପ୍ରକାଶଥାଉକି , କୁଞ୍ଜକାନ୍ତ ଠାରେ ପ୍ରଥମ ଶାଖା ରହିଥିବାବେଳେ ଏହା ଢେଙ୍କାନାଳରେ ଦ୍ବିତୀୟ ଶାଖା ଅଟେ । ଏଠାରେ ମିଓ ଆମୋରେ କମ୍ପାନୀର ବିଭିନ୍ନ ପ୍ରକାରର ଆମିଶ ଓ ନିରାମିଶ କେକ୍ , ପେଟିସ୍ , ସ୍ନାକ୍ସ , ବାର୍ଥ – ଡେ କେକ୍ ଓ ଚକୋଲେଟ୍ ଇତ୍ୟାଦି ସୁଲଭ ମୂଲ୍ୟରେ ମିଳେ ବୋଲି ପ୍ରତିଷ୍ଠାନର ମୁଖ୍ୟ ଗୋପାଳ ବେହେରା ପ୍ରକାଶ କରିଛନ୍ତି । ଏହି ଉଦ୍‌ଘାଟନ ଉତ୍ସବକୁ ପ୍ରତୀକ୍ କୁମାର ସେଠୀ ଓ ସଞ୍ଜୟ ଗୁରୁ ସହଯୋଗ କରିଥିଲେ ।

Leave a comment

Your email address will not be published. Required fields are marked *