#Lifestyle

ମନ ଆଗରେ ବୟସ ବାଧକ ନୁହେଁ ।

ବର୍ତ୍ତମାନ ବୁଲେଟ ମଟର ସାଇକେଲର ଯୁଗ ଚାଲିଥିବା ବେଳେ ଯୁବକ ମାନଙ୍କ ମଧ୍ୟରେ ବୁଲେଟ ପ୍ରତି ଆଗ୍ରହ ବଢ଼ିବଢି ଚାଲିଛି,ଏ ବୁଲେଟ କୁ ପଚାଶ ବର୍ଷ ପୁରିବାକୁ ଯାଉଛି,ଦୀର୍ଘ 49 ବର୍ଷ ଧରି ବୁଲେଟ ଚଳାଇ ଆସୁଥିବା ଆଠଗଡ ହାଉସିଂ ବୋର୍ଡର ନିଆରା ମଣିଷ ଅନାଦି ଚରଣ ସ୍ବାଇଁ,1970 ରେ ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଚାକିରୀ କରିଥିବା ବେଳେ ସେ ଏହି ବୁଲେଟ କୁ ମାତ୍ର 5100 ଟଙ୍କାରେ କିଣିଥିଲେ,ଆଉ ବର୍ତ୍ତମାନ ର୍ ବୁଲେଟ ଦର ଦେଢଲକ୍ଷ ଟଙ୍କାରୁ ଏକଲକ୍ଷ 80 ହଜାର ଟଙ୍କା ରହିଛି,ଆଉ ଏହି ବୁଲେଟ 49 ବର୍ଷ ଧରି ତାଙ୍କର ସାହାରା ହୋଇରହିଛି,ଏହି ବୁଲେଟ ଟି 2020 ରେ 50 ବର୍ଷରେ ପଦାର୍ପଣ କରିବାକୁ ଯାଉଛି, ସେ ବ୍ୟକ୍ତି ବିଶେଷ ଓ ବୁଲେଟ ମଟର ସାଇକେଲ କୁ ମୋ ତରଫରୁ ଆନ୍ତରିକ ଶୁଭେସ୍ଥା ଜଣାଉଛି, ଯିଏକି ଦୀର୍ଘ ୫୦ ବର୍ଷ ଧରି ବୁଲେଟ ଟିକୁ ଚଢ଼ିବାର ସୁଯୋଗ ପାଇଛନ୍ତି ଆଉ ବୁଲେଟ ତାଙ୍କୁ ସହାୟତା ପ୍ରଦାନ କରିଛି।

Leave a comment

Your email address will not be published. Required fields are marked *