#Slider

ଆଜିର ନୀତିବାଣୀ

➡️”ଧର୍ମ ଜ୍ଞାନର ଭଣ୍ଡାର । ଜ୍ଞାନ ସ୍ଥାୟୀ । ଏହା କାହାକୁ ଛାଡି ଚାଲିଯାଏ ନାହିଁ । ଥରେ ଜଣେ କିଛି ଶିକ୍ଷା ଲାଭ କଲେ ଜୀବନଯାକ ତାହା ଭୁଲେ ନାହିଁ ।”

➡️”ମଣିଷ ବୁଦ୍ଧି, ବିବେକ, ଜ୍ଞାନ ଆହରଣ, ଶ୍ରବଣର ଶକ୍ତି ଅନ୍ୟ ପ୍ରାଣୀଙ୍କ ଅପେକ୍ଷା ଯଥେଷ୍ଟ ଅଧିକ । ଏଣୁ ମଣିଷକୁ ଶ୍ରେଷ୍ଠ ପ୍ରାଣୀ ବୋଲି କୁହାଯାଇଛି ।”

➡️”ଶୁଣି ଶୁଣି ମନେ ରଖାଯାଇ ପାରୁଥିଲା ବୋଲି ପୁରାତନ ଅନେକ ଗ୍ରନ୍ଥଃର ଅନ୍ୟ ନାମ ଶ୍ରୁତି ।”

➡️”ଶୁଣି ଶୁଣି ମଣିଷ ମୋକ୍ଷ ପାଇପାରେ ।”

➡️”ପ୍ରତ୍ୟେକ ଭଲ କଥା, ନୀତିଶାସ୍ତ୍ର, ଧର୍ମପୁରାଣ, ପ୍ରବଚନ, ତନ୍ତ୍ର, ମନ୍ତ୍ର, ଭଜନ, କୀର୍ତ୍ତନ ଆଦି ମଣିଷ ନିଜେ ପଢି ନପାରିଲେ ମଧ୍ୟ କେବଳ ଶୁଣି ଶୁଣି ସୁଫଳ ପାଇପାରେ ।”

➡️”ଶୁଣିବାର ଏକ ନିୟମ ରହିଛି । ଖରାପ କଥା ନଶୁଣି କେବଳ ଭଲ କଥା ଶୁଣିବ । ସେଇ ଅନୁସାରେ ଭଲ କାମ ମଧ୍ୟ କରିବ ।”

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *