#Breaking News

ଆଇନ ସଚେତନତା ଶିବିର


ଫୁଲବାଣୀ -(ସୁନୀଲ ପଟନାୟକ )
କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକ ର ଗୂଦାରୀ ଠାରେ ଜିଲ୍ଲା ଦୌରାଜଜ ଙ୍କ ନିର୍ଦେଶକ୍ରମେ ଆଇନ ସେବା ପ୍ରାଧିକରଣ ଓ ପରମାନେଣ୍ଟ ଲୋକ ଅଦାଲତ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l
ଏହି ତାଲିମ ଶିବିର ରେ ମୁଖ୍ୟ ଅତିଥି ଭାବେ ଲୋକ ଅଦାଲତ ଜଜ
ଶ୍ରୀମତୀ ଅନୀତା ସାହୁ ଏବଂ ଅନ୍ୟ ତମ ଅତିଥି ଭାବେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ସଚିବ ଶ୍ରୀମତୀ ‌ଅନୁଶିଳା ରୟ, ବାର୍ ଆସୋସିଏସନ୍ ର ସଭାପତି ତଥା ବରିଷ୍ଠ ଓକିଲ ବିଜୟ କୁମାର ମହାନ୍ତି, ସଦର ପୋଲିସ ଏସ୍ ଡି ପି ଓ ସୁପ୍ରସ୍ନ ମଲ୍ଲିକ ଙ୍କ ସମେତ
ଅନ୍ୟାନ୍ୟ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗ ଦେଇ ବିଭିନ୍ନ ଆଇନ ବିଷୟରେ ଆଲୋଚନା କରିଥିଲେ ଏବଂ ଲୋକଙ୍କ ସୁବିଧା ଅସୁବିଧା ବିଷୟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ପରମାନେଟ୍ ଲୋକ ଅଦାଲତ କୁ ଯୋଗା ଯୋଗ କରିବା ଲାଗି ଉପସ୍ଥିତମହିଳା ମାନଙ୍କୁ ପରାମର୍ଶ ଦେଇଥିଲେ
ସ୍ବେଛାସେବୀ ଅଶୋକ ପ୍ରଧାନସଭା ପରିଚାଳନା କରିଥିଲେl

Leave a comment

Your email address will not be published. Required fields are marked *