ବ୍ୟଙ୍ଗ କବି ସଚ୍ଚି ପଣ୍ଡା ଙ୍କ ତ୍ରି ଭାଷୀ ପୁସ୍ତକ ଉନ୍ମୋଚିତ

Udaya_Labanya | July 22, 2021 | 22 views |0 | Breaking News


ବରଗଡ଼:- ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ଠାରେ ବ୍ୟଙ୍ଗ କବି ସଚ୍ଚିଦାନନ୍ଦ ପଣ୍ଡା ଙ୍କ ପୁସ୍ତକ ତେଜ ପତ୍ର ଅତିଥି ଙ୍କ ଗହଣରେ ଉନ୍ମୋଚନ ହୋଇଯାଇଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ବିଶ୍ବ ଜିତ ମିଶ୍ର ଯୋଗ ଦେଇ କବି ଶ୍ରୀ ପଣ୍ଡାଙ୍କ ଦ୍ଵାରା ରଚିତ ପୁସ୍ତକ ସମ୍ପର୍କରେ ଆଲୋକପାତ କରିଥିଲେ। ସଭାରେ ବୟୋଜ୍ୟେଷ୍ଠ ବ୍ୟଙ୍ଗ କବି ମନୋରଞ୍ଜନ ସାହୁ ସଭାପତିତ୍ବ କରିଥିଲେ। କଲା ପାଣି କଲେଜ ଅଧ୍ୟକ୍ଷ ମୋହନ ସାହୁ ପୁସ୍ତକ ସମୀକ୍ଷା କରିଥିଲେ। ସଭାକୁ ଅଧ୍ୟାପିକା ସୁନନ୍ଦା ଦାଶ ସ°ଯୋଜନା କରିଥିବା ବେଳେ କବି ସଚ୍ଚିଦାନନ୍ଦ ପଣ୍ଡା ଏବଂ ପୁସ୍ତକ ର ପ୍ରକାଶକ ରାଜେନ୍ଦ୍ର କୁମାର ମିଶ୍ର ମଞ୍ଚାସୀନ ଥିଲେ।

Share this

Related Posts

ତୁମୁଡିବନ୍ଧ ହାଟପିଣ୍ଡିରେ କୁଢ଼ କୁଢ଼ ଗୋବର ଓ…

Udaya_Labanya | March 22, 2023 | 4 views |0

ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ପଞ୍ଚାୟତ ସ୍ଥିତ ହାଟପଦା ସ୍ଥଳରେ ସୋମବାର ଦିନ ସାପ୍ତାହିକ ହାଟରେ ଦେଖିବାକୁ ମିଳିଛି କୁଡ଼ କୁଡ଼ ଅଳିଆ ଆବର୍ଜନା lସୋମବାର ଦିନ ତୁମୁଡିବନ୍ଧ ପଞ୍ଚାୟତ ରେ ସାପ୍ତାହିକ ହାଟ ଥିବା…

ଦୁଇ ମୋଟର ସାଇକେଲ ମୁହାଁମୁହିଁ ଧକ୍କା: ଜଣେ…

Udaya_Labanya | March 22, 2023 | 5 views | 0

ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନାର ଜାଲେଶପଟ୍ଟା ନିକଟରେ ଦୁଇଟି ମୋଟରସାଇକେଲ ମୁହାଁମୁହିଁ ଧକ୍କାହେବା ଫଳରେ ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟଜଣେ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ଘଟଣା…

Leave a Reply

Your email address will not be published. Required fields are marked *

Archives

Categories