#Breaking News

ଜିଲ୍ଲା ସ୍ତରୀୟ ସାଧାରଣ ସଭା, ଅମିନ ସଂଘ ଢେଙ୍କାନାଳ

ଢେଙ୍କାନାଳ (ଉଲ୍ଲାପ୍ର )ଢେଙ୍କାନାଳ ଜିଲ୍ଲା ସ୍ତରୀୟ ଅମିନ ସଂଘ ସାଧାରଣ ସଭା ସ୍ଥାନୀୟ ବଳରାମ ମନ୍ଦିର ପ୍ରାଙ୍ଗଣ ରେ ଅନୁଷ୍ଠିତ ହେଇଯାଇଛି। ଏହି ସଭା ରେ ଜିଲ୍ଲାର ବିଭିନ୍ନ ତହସିଲ ରେ କାମ କରୁଥିବା ଅମିନ ମାନେ ଯୋଗଦାନ ଦେଇ ସେମାନଙ୍କର ବିଭିନ୍ନ ପ୍ରକାର ଦାବି ଆପ‌ତ୍ତି ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଏହି ଦାବିଗୁଡିକୁ ହେଲା – ଅମିନ ମାନଙ୍କର ସ୍ୱତନ୍ତ କାର୍ଯ୍ୟତାଲିକା ସଂସୋଧନ ଓ ଗ୍ରଦପେ କୁ ୧୮୦୦ ରୁ୨୮୦୦ କୁ ବୃଦ୍ଧି ଓ ଅମିନ ମାନଙ୍କର ତହସିଲ ଡାଟାବେସ ରେ ସ୍ୱତନ୍ତ I’d ଜରିଆ ରେ କାର୍ଯ୍ୟସମୀଦନ। ଏଥିରେ ସଭାପତି ରାକେଶ କୁମାର ପଣ୍ଡା, ସମ୍ପାଦକ ବାବୁଗଡ ରାମମିତ୍ର ପ୍ରଧାନ ,ବିରେନ୍ଦ୍ର ସାହୁ, ଦୁଷ୍ମନ୍ତ ଖିଲାର, ଦିପ୍ତିରଞ୍ଜନ ସାହୁ, ଦାଶରଥି ସାହୁ,ରାକେଶ ସେଠୀ, ଦୁଲେଇ କିଶାନ, ତସ୍ନିମ୍ ବାନୁ ବେଗମ, ଅସ୍ମିନ ସାମଲ , ନିରାକାର ସିଂହ, ଦିନେଶ ସାହୁ, ହାଡିବନ୍ଧୁ ସାହୁ ପ୍ରମୁଖ ଉପସ୍ଥିତ ରହି ସଭା କାର୍ଯ୍ୟ
ସମ୍ପାଦନ କରିଥିଲେ।

Leave a comment

Your email address will not be published. Required fields are marked *