#Breaking News

ଭୋଜି କୁଯିବା ବେଳେ ଅଟୋ ଓଲଟିଲା .୪ ଗୁରୁତର


ଫୁଲବାଣୀ- (ସୁନୀଲ ପଟନାୟକ)
ଭୋଜି କୁଯିବା ବେଳେ ଅଟେ । ଓଲଟି ପଡିବା ଫଳରେ ୨୫ ଜଣ ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୪ଜଣ ଗୁରତର ଆହତ ହୋଇଛନ୍ତି ।
ଘଟଣା ଘଟିଛି ଦ।ରିଙ୍ଗବାଡି ଥାନ। ଅନ୍ତର୍ଗତ ସିମନବାଡି ରୋ
ଖବରରୁ ପ୍ରକାଶ ଯେ ଏକ ଅଟେ । ଯୋଗେ ତିଲୋରୀ ପଞ୍ଚାୟତର ଆରାକାମ୍ଵା ଗ୍ରାମରୁ ପର୍ତ୍ତମାହା ପଞ୍ଚାୟତ ଅନ୍ତର୍ଗତ କାଡ଼ା ସପଟା ଗ୍ରାମକୁ ଏକ ଭୋଜି ଖାଇବା ଲାଗି ଯାଉଥିବାବେଳେ ଭାରସାମ୍ୟ ହରାଇସିମନବାଡିଠାରେ ଓଲଟି ପଡିଥିଲା । କରୋ ନା କଟକଣାକୁ ଫୁ କରି ଗୋଟିଏ ଅଟୋରେ କୁ ଆଡେ ୨୫ ଜଣ ଲୋକ ଲ ଦି ହୋଇ ବସିଥିଲେ ଫଳରେ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାର ତଦନ୍ତ କରୁଛି । ଗୋଟିଏଅଟେ । ରେ ୩ଜଣ ବସିବା ନିୟମ ରହିଥିଲେ ବି ଚାଳକ ନିୟମକୁ ଫୁ କରି ୨୫ ଜଣଙ୍କୁ କିଭଳି ଗୋଟିଏଅଟେ । ରେ ବସାଇଲେ ତାକୁ ନେଇ ଏବେ ଚର୍ଚା ଜୋର ଧରିଛି ।

Leave a comment

Your email address will not be published. Required fields are marked *