#Breaking News

କନ୍ଧମାଳରବରୀଷ୍ଠ କ୍ରୀଡାବିତ ଦେବେନ୍ଦ୍ର ପାତ୍ରଙ୍କ ପରଲୋକ


ଫୁଲ ବାଣୀ-୨୯/୭(ସୁନୀଲପଟନାୟକ)
ଫୁଲବାଣୀ ସହରର ବରୀ ଷ୍ଠ କ୍ରୀ ଡ଼ା ବିତ ତଥା ପୋଲିସ କର୍ମଚାରି ଦେବେନ୍ଦ୍ର ପାତ୍ର ଙ୍କ ଗୁରୁବାର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ହୋଇଥିଲା ।
ସେ ଜଣେ ସର୍ବଭାରତୀୟ ସ୍ତରରେ ଖେଳାଳୀ ଥିଲେ। ବିଭିନ୍ନ ପ୍ରତିଯୋଗୀତାରେ ଅଂଶଗ୍ରହଣ କରି ପୁରସ୍କୃତ ମଧ୍ୟ ହୋଇଥିଲେ । ସ୍ଵର୍ଗତ ପାତ୍ର ବିଭିନ୍ନ ସମୟରେ ସୂର୍ଣ୍ଣ, ରୋପ୍ୟ’ ,କଂ।ସ,ପଦକ ପାଇଁ ଦେଶ ରାଜ୍ୟ ଓ କନ୍ଧମାଳ ଜିଲ୍ଲା ପାଇଁ ସୁନାମ ଆଣିଥିଲେ। ରାଜ୍ୟ ସରକାର ଙ୍କ ସମେତ ବିଭିନ୍ନ ସଂଗଠନ ପକ୍ଷରୁ ତାଙ୍କୁ ସମ୍ମାନୀତ କରାଯାଇଥିଲା।
କନ୍ଧମାଳ ଜିଲ୍ଲାର ମିଳିତ ନାଗରିକ ମଞ୍ଚ ଓ ବରୀଷ୍ଠ ନାଗରୀକ ସଂଘ ର ସେ ଜଣେ ସକ୍ରିୟ ସଦସ୍ୟ ଥିଲେ।ପାତ୍ରଙ୍କ ପରଲୋକ ରେ ମିଳିତ ନାଗରିକ ମଞ୍ଚ ର ସଭାପତି ତଥା ବରୀଷ୍ଠ ସାମ୍ବାଦିକ ଡଃ.ଅରୁପ ଜେନା, ସମାଜସେବୀ ଅଶୋକ ପରୀଡ।,ଆଇନଜିବୀ ଭଗବାନ ମହାନ୍ତି,ବରୀଷ୍ଠ ସାମ୍ବାଦିକ ସୁନୀଲ ପଟନାୟକ ‘ସନ୍ତୋଷ ଡିଗଲ, ଜିଲ୍ଲା କ୍ରୀଡା ସଂପାଦକ ଶିବପ୍ରସାଦ ତ୍ରିପାଠୀ, ବରୀଷ୍ଠବିଜେପି ନେତା କମଳାକାନ୍ତ ପାଣ୍ଡେ,ପ୍ରମୁଖଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିବା ସଙ୍ଗେସଙ୍ଗେ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ।

Leave a comment

Your email address will not be published. Required fields are marked *