#Breaking News

କନ୍ଧମାଳ.ମିଡ଼ିଆ ଫରୋମ ପକ୍ଷରୁଫୁଲବାଣୀର ସୋମ୍ୟରଂଜନ କୁ ଶୁଭାଭି ନନ୍ଦନ


ଫୁଲ ବାଣୀ-୧୧/୮(ସୁନୀଲପଟନାୟକ)
ଗତ 22 ତାରିଖରେ ଲାଇବେରିଆ ର ମିନିଷ୍ଟ୍ରି ଅଫ ଫାଇନାନ୍ସ ଏଣ୍ଡ ଡେଭେଲପମେଣ୍ଟ ର ଫେକ ପେଜ ତିଆରି କରିଥିବା ଅପରାଧୀ କୁ ଧରା ପକେଇବାରେ ସାହାଯ୍ୟ କରିଥିବା ସୌମ୍ୟ ରଞ୍ଜନ ଙ୍କୁ ବୁଧବାର ଫୁଲବାଣୀ ପ୍ରେସକ୍ଲବଠାରେ କନ୍ଧମାଳମିଡ଼ିଆ ଫରୋମ ପକ୍ଷରୁ ଉଛ୍ଦ୍ମସ୍ଵିତ ସମ୍ବର୍ଦ୍ଧନ । ଜ୍ଞାପନ କରାଯାଇଥିଲା. I
ଏହି ଅବସରରେ ମିଡ଼ିଆ ଫରୋମର ସ ଭାପତି ସୁନୀଲ ବିଶ୍ଵାଳଙ୍କ ସଭାପତି ତ୍ଵରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ସାଧାରଣ ସଂପାଦକସୂର୍ଯ୍ୟ ବେହେରା ସ୍ଵାଗତଭାଷଣ ଦେଇଥିବାବେଳେ ବରୀଷ୍ଠ ସାମ୍ବାଦିକ ତଥା ପରାମର୍ଶ ବାତା ସୁନୀଲ ପଟ୍ଟନାୟକ,ସନ୍ତେ। ଷ ଡିଗଲ,ଫିଲି ମୋହନ ନାଏକ,ପ୍ରେସକ୍ଲବ ସମ୍ପାଦକ ଅଜିତ ମହାରଣା, ସଦାଶିବ ପାତ୍ର ସହସଂପାଦକ ରମେଶ ପ୍ରଧାନ, ପ୍ରମୁଖ ଯୋଗଦେଇ ସୋମ୍ୟରଂଜନ ଅତି ଅଳ୍ପ ବୟସରୁ ସାଇବର ଅପରାଧ ଭଳି ଏକ ଜଟିଳ ସମସ୍ୟାର ସମାଧାନ କରି କେବଳ ଯେ ଦେଶବିଦେଶରେ ପ୍ରସଂସାଭାଜନ ହୋଇ ନାହଁ । ନ୍ତି କନ୍ଧମାଳ ର ନାଁକୁ ବିଶ୍ଵ ଦରବାରରେ ପ୍ରତିଷ୍ଠିତ କରିଥିବା ବର୍ଣ୍ଣନା କରିଥିଲେ ।
ଏହି ଅବସରରେ ସୋମ୍ୟରଞନଙ୍କୁ ଅଭିନନ୍ଦନ ଜଣାଇବା ସହ ମାନପତ୍ର ସହ ପୁଷ୍ପଗୁଛ ଓ ଉପଢୌକନ ପ୍ରଦାନ କରାଯାଇ ତାଙ୍କର ଉଜ୍ୱଳ ମୟ ଭବିଷ୍ୟତ କାମନା କରାଯାଇଥିଲା। ଏହି ଅବସରରେ ସୌମ୍ୟରଂଜନ ମଧ୍ୟ ବେଶ ଖୁସି ବ୍ୟକ୍ତ କରିବା ସହ ମିଡିଆ ଫରୋମର ଏହି ସମର୍ଦ୍ଧନା ଓ ଭଲ ପାଇବା ମତେ ଆଗକୁ ବଢିବାରେ ପ୍ରେରଣା ଯୋଗାଇବ ନିଶ୍ଚୟ ବୋଲି କହିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ହିମାଂଶୁ ବେହେରା, ପ୍ରଶାନ୍ତ ବେହେରା, ତ୍ରିନାଥ ସାହୁ, ଖିରୋଦ ସାହାଣୀ ବ୍ରଜ ନାଏକ, ଦୁଖୀ ଶ୍ୟାମ ପ୍ରଧାନ, ଦୀନେଶ ମହାପାତ୍ର, ବିଶ୍ୱରଂଜନ ସାମନ୍ତରାୟ ଆଦିତ୍ୟ ତ୍ରୀପାଠି ,ପ୍ରଶାନ୍ତ ଜେନା, ଉପସ୍ଥିତ ଥିଲେ।

Leave a comment

Your email address will not be published. Required fields are marked *