#Breaking News

ଭାରସାମ୍ୟ ହରାଇ ଓଲଟିଲା କାର


ଫୁଲ ବାଣୀ-୧୫/୯(ସୁନୀଲପଟନାୟକ)
ମଙ୍ଗଳବାର ବିଳମ୍ୱିତ ରାତିରେ ଏକ କାର ଭାରସାମ୍ୟ ହରାଇ ରାସ୍ତାକଡ଼ ଖାଲରେ ଓଲଟି ପଡିଥିବା ଜଣା ପଡିଛି । ଦୁର୍ଘଟଣା ଗସ୍ତ କାର ନମ୍ବର ଓଡ଼ି ଠ୨. ଏଡବ୍ଲ୍କ୍୭୩୬୯ ବୋଲି ଜଣାପଡିଛି ।
ଦୁର୍ଘଟଣା ଘଟିଛି ଫୁଲବାଣୀସଦର ଥାନା ଅନ୍ତର୍ଗତ ଗୁମା ଗଡ଼ ଅଞ୍ଚଳରେ ।
ଦୃତଗାଡି ଚାଳନା ଯୋଗୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଡ୍ରାଇଭର ଆହତ ହୋଇଥିବା କୁହାଯାଉଛି। ଖବର ପାଇସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave a comment

Your email address will not be published. Required fields are marked *