#Breaking News

ଫୁଲବାଣୀରେ ନିର୍ବାଚନ ପ୍ରଚାର ସରଗରମ ଚା ଖଟିରେ ମନ୍ତ୍ରୀ ପ୍ରତାପ ଜେନା


ଫୁଲବାଣୀ(ସୁନୀଲ ପଟ୍ଟନାୟକ) ପୌର ନିର୍ବାଚନ ଯେତିକି ପାଖ ଉଛି ପ୍ରଚାର ସର ଗରମ ହେଉଛି । ସବୁଦଳର ପ୍ରାର୍ଥୀମାନେ ଭୋଟର ଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରୟାସ କରୁଛନ୍ତି । ବିଜେଡି ପ୍ରାର୍ଥୀମାନଙ୍କୁ ଜିତାଇବା ଲାଗି ଫୁଲବାଣୀନଗରଉନ୍ନ ୟନ୍ନମନ୍ତ୍ରୀ ପ୍ରତାପ ଜେନାଫୁଲବାଣୀରେ ଡେରା ପକାଇଛନ୍ତି ।
ସକାଳେ ଓ ସଂଧ୍ୟାରେ ଚ। ଦୋକାନରେ ମନ୍ତ୍ରୀ କର୍ମୀମାନଙ୍କୁ ନେଇ ଚା ପିଇବା ସହ ଖଟି କରୁଛନ୍ତି ଆଉ ଭୋଟରମାନଙ୍କ ସମସ୍ୟା କଥା ବୁଝୁଛନ୍ତି। ବିଜୁ ଜନତା ଦଳର ଭୋଟ ମଧ୍ୟ ପ୍ରଚାର କରୁଥିବା ଦେଖିବା କ୍ରୁ ମିଳିଛି । ମନ୍ତ୍ରୀଙ୍କୁ ପାଖରେ ପାଇ ସମସ୍ୟା ଜଣାଇବାଲାଗି ଲୋକଙ୍କ ପ୍ରବଳ ଭିଡ଼ ମଧ୍ୟ ଜମୁଛି । ମନ୍ତ୍ରୀ ଜେନା କର୍ମୀଙ୍କୁ ନେଇ କେତେ ବେଳେ ଚାଲି ଚାଲି ପ୍ରଚାର କରୁଛନ୍ତି ତ କେତେବେଳେ ସ୍କୁଟିରେ ଯାଉଥିବା ଦେଖିବାକୁ ମିଳିଛି । ଫଳରେ ପ୍ରାର୍ଥୀ ଚୟନକୁ ନେଇ ଦଳରେ ଥିବା ଅସନ୍ତେ।ଷ. ଦୁର ହୋଇଛି । ଦଳୀୟ କର୍ମୀ ନିଜ ନିଜ ମଧ୍ୟରେ ଥିବା ମନାନ୍ତର ମତାନ୍ତର ଭୁଲି ଏକ ଯୁଟ ହୋଇ କାମ କରୁଥିବା ଦେଖିବାକୁ ମିଳିଛି । ସେହିପରି ମନ୍ତ୍ରୀ ଜେନାଙ୍କ ସମ୍ମୁଖରେ ୮ନମ୍ବର ୱ ୲ର୍ଡରେ ଶତାଧିକ ଲୋକ ଅଧକ୍ଷ । ପ୍ରାର୍ଥୀପୁନମ କହଁରଙ୍କୁ ପ୍ରବଳ ବିରୋଧ କରି ପାଟି ତୁଣ୍ଡ କରିଥିବା ଦେଖିବାକୁ ମଧ୍ୟ କରିଥିଲେ।
ମନ୍ତ୍ରୀ ଜେନା ବୁଝ । ସୁଝା କରିବାପରେ କିଛିଟା ଶାନ୍ତ ପଡିଥିଲ।ହେଲେ ଏହି ଗୋଟିଏ ୱ ୲ର୍ଡ ନୁହେଁ ଅନେକ ୱ ୲ର୍ଡରେ ଅଧକ୍ଷପ୍ରାର୍ଥୀଙ୍କୁ ଭୋଟର ଏତଟା ପସନ୍ଦ କରୁ ନ ଥିବା ବେଳେ
ଦୁଇ ତିନୋଟି ୱ।ର୍ଡରେ ବିଜେଡିର ବିଦ୍ରୋହୀ ପ୍ରାର୍ଥୀ ବିଜେଡିର ବିଜୟରେ ପ୍ରତିବନ୍ଧକ ସାଜିବା ନେଇ ଆଶଙ୍କା ସୃଷ୍ଟି ହୋଇଛି ।
ଶାସକ ବିଜେଡି ଏହାକୁ କିଭଳି ମୁକା ବିଲା କରିବ ତାହା ଆଗକୁ ଜଣାପଡିବ ।

Leave a comment

Your email address will not be published. Required fields are marked *