ଛଅ କୁଇଣ୍ଟାଲ ଗ6ଜଂଇ ଜବତ, ଜଣେ ଗିରଫ

Udaya_Labanya | July 8, 2021 | 16 views |0 | Breaking News


ଫୁଲବାଣୀ-(ସୁନୀଲ ପଟନାୟକ)
କନ୍ଧମାଳ ଜିଲା ଗୋଛାପଡ଼ା ପୋଲିସ କୌଣସି ସୁତ୍ରରୁ ଖବର ପାଇ କଟ୍ରିଙ୍ଗିଆ ର ଡୁଣୁକି ଗ୍ରାମରେ ଚଢ଼ାଉ କରି ଛଅ କ୍ଵିଣ୍ଟାଲ ୧୨ କେଜି ଗ6ଞ୍ଜଇ ଜବତ କରିବା ସହ ଏ ସଂପର୍କରେ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି।
ଗିରଫ ଅଭିଯୁକ୍ତ ଜଣକ ସେହି ଗ୍ରାମର ସୁନୀଲ ପ୍ରଧାନ। ସେ ଏହି ସବୁ ଗ6ଜଂ ଇକୁ ଚାଲାଣ କରିବାକୁଗଛି ତ ରଖିଥିବା ଗୋଛାପଡ଼ା ଥାନା ଅଧିକାରୀ ରଣଜିତ କୁମାର ମୁନୀ କହିଛନ୍ତି । ପୋଲିସ ୪୬/୨୧
ରେ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବା ଏସଡିପିଓ ମହେନ୍ଦ୍ରନାଥ ମୁର୍ମୁ କହିଛନ୍ତି ।

Share this
  •  
  •  
  •  
  •  
  •  
  •  
  •  

Related Posts

ଓଡିଶା ନାଟ୍ୟସଂଘ ର ୩୫ ତମ ପ୍ରତିଷ୍ଠା…

Udaya_Labanya | September 27, 2022 | 7 views |0

ଫୁଲବାଣୀ (ସୁନୀଲ ପଟନାୟକ ସୋମବାର ଫୁଲବାଣୀ ପ୍ରେସ କ୍ଲବ ଠାରେ ଜିଲାର ଅଗ୍ରଣୀକଳା ଓ ସଂସ୍କୃତି ଅନୁଷ୍ଠାନ ବନାନୀ କଳା ସଙ୍ଗମ ପକ୍ଷରୁ ଓଡିଶା ନାଟ୍ୟ ସଙ୍ଘ ର ୩୫ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଥିଲା lଏହି ଅବସର ରେ…

ଅସହାୟ ରଂଜିତ ଙ୍କୁ ଆବାସ ଘର ମିଳିବ…

Udaya_Labanya | September 27, 2022 | 6 views | 0

ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଅନ୍ତର୍ଗତଵିଶିପଡା ପଂଚାୟତ ଅନ୍ତର୍ଗତ ଆଶୀରିସହି ଗ୍ରାମର ରଂଜିତ କୁମାର ବେହେରା lଝାଟିମାଟି କୁଡ଼ିଆ ଘରେ ପଲିଥିନ ପକାଇ ବର୍ଷ ବର୍ଷ ଧରି ରହି ଆସୁଥିଲେ ମଧ୍ୟ ତାଙ୍କୁ ପ୍ରଧାନ ମନ୍ତ୍ରୀ ଆବାସ…

Leave a Reply

Your email address will not be published. Required fields are marked *

Archives

Categories