#Breaking News

ଛଅ କୁଇଣ୍ଟାଲ ଗ6ଜଂଇ ଜବତ, ଜଣେ ଗିରଫ


ଫୁଲବାଣୀ-(ସୁନୀଲ ପଟନାୟକ)
କନ୍ଧମାଳ ଜିଲା ଗୋଛାପଡ଼ା ପୋଲିସ କୌଣସି ସୁତ୍ରରୁ ଖବର ପାଇ କଟ୍ରିଙ୍ଗିଆ ର ଡୁଣୁକି ଗ୍ରାମରେ ଚଢ଼ାଉ କରି ଛଅ କ୍ଵିଣ୍ଟାଲ ୧୨ କେଜି ଗ6ଞ୍ଜଇ ଜବତ କରିବା ସହ ଏ ସଂପର୍କରେ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି।
ଗିରଫ ଅଭିଯୁକ୍ତ ଜଣକ ସେହି ଗ୍ରାମର ସୁନୀଲ ପ୍ରଧାନ। ସେ ଏହି ସବୁ ଗ6ଜଂ ଇକୁ ଚାଲାଣ କରିବାକୁଗଛି ତ ରଖିଥିବା ଗୋଛାପଡ଼ା ଥାନା ଅଧିକାରୀ ରଣଜିତ କୁମାର ମୁନୀ କହିଛନ୍ତି । ପୋଲିସ ୪୬/୨୧
ରେ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବା ଏସଡିପିଓ ମହେନ୍ଦ୍ରନାଥ ମୁର୍ମୁ କହିଛନ୍ତି ।

Leave a comment

Your email address will not be published. Required fields are marked *