ଫୁଲବାଣୀ ରେ ପ୍ରାଣୀ ଚିକିତ୍ସକ ଙ୍କ ଧାରଣା ଦଶ ଦିନରେ, ପ୍ରାଣୀ ଚିକିତ୍ସା ଠପ୍

  ଫୁଲବାଣୀ( ସୁନୀଲ ପଟନାୟକ) ବିଭିନ୍ନ୍ ଦାବୀ ପୂରଣ ନେଇ କନ୍ଧମାଳ ଜିଲ୍ଲାର ସମସ୍ତ ପ୍ରାଣୀ ଚିକିତ୍ସକ ଧାରଣା ରେ ବସିଥିବାରୁ ପ୍ରାଣୀ ପାଳକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଚିକିତ୍ସା ଅଭାବରୁ ଗାଈ, ଗୋରୁ, ମେଣ୍ଢା, ଛେଳି, କୁକୁଡା, କୁକୁର ଆଦି କେତକ ମୃତ୍ୟୁ ବରଣ କରିଥିବା ଅଭିଯୋଗ ହୋଇଛି l ସେମାନଙ୍କ ଧାରଣା ଆଜିକୁ ଦଶ ଦିନରେ ପହଞ୍ଚିଛି l ତେବେ ସରକାର ଏଯାଏଁ ସେମାନଙ୍କ ଦାବୀ ପୂରଣ କରୁନଥିବା […]

ପ୍ରେସ କ୍ଲବ ରେ 75 ତମ ସାଧାରଣତନ୍ତ୍ର ଦିଵସ ପାଳିତ

  ଫୁଲବାଣୀ (ସୁନୀଲ ପଟନାୟକ ) ଫୁଲବାଣୀ ସ୍ଥିତ ଜିଲ୍ଲା ପ୍ରେସକ୍ଲବ ଠାରେ ପଞ୍ଚସ୍ତରୀ ତମ ପବିତ୍ର ସାଧାରଣ ତନ୍ତ୍ର ଦିଵସ ପାଳିତ ହୋଇ ଯାଇଛି l ଏହି ଅବସରରେ ବରିଷ୍ଠ ସାମ୍ବାଦିକ ତଥା ପ୍ରେସକ୍ଲବ ସଭାପତି ସୁନୀଲ ପଟନାୟକ ଜାତୀୟ ପତାକା ଉତ୍ତୋଳନ କରିବାସହ ୧୯୫0ମସିହା ଆଜିର ଦିନରେ ଭାରତ ଏକ ସାର୍ବଭୌମ ଗଣ ତାନ୍ତ୍ରିକ ରାଷ୍ଟ୍ର ରୂପେ ପରିଗଣିତ ହୋଇଥିଲା lଏଣୁ ଏହାକୁ ସବୁବେଳେ ଅକ୍ଷୁର୍ଣ ରଖିବା ଲାଗି କହିଥିଲେ l ଅନ୍ୟ ମାନଙ୍କ […]

କାମାକ୍ଷାନଗର ମହୋତ୍ସବର ୪ର୍ଥ ଦିବସରେ ପରିବେଶ ସଚେତନତା ଅଭିଯାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

  ଉପଜିଲ୍ଲାପାଳ ,ଏସଡିପିଓ , ବିଡିଓ ନିର୍ମାଣଧୀନ ପାର୍କ ମଧ୍ୟରେ କଲେ ବୃକ୍ଷରୋପଣ । କାମାକ୍ଷାନଗର( ଉଲ୍ଲାପ୍ର )ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡସ୍ତରୀୟ ମହୋତ୍ସବର ୪ର୍ଥ ଦିବସରେ ପରିବେଶ ସଚେତନତା ଅଭିଯାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମର ସଚେତନତା ରାଲି ହନୁମାନ ବଜାର ଠାରୁ ବାହାରି ରେଙ୍ଗାଲି ବାମ ପାର୍ଶ୍ଵ କେନାଲ ସମ୍ମୁଖରେ ହୋଇଥିବା ନିର୍ମାଣଧୀନ ବିଜୁପଟ୍ଟନାୟକ ପାର୍କ ପରିସରରେ ପହଞ୍ଚିବା ପରେ କାମାକ୍ଷାନଗର ଉପ ଜିଲ୍ଲା ପାଳ ନାରାୟଣ ଚନ୍ଦ୍ର ନାୟକ,ଏସଡିପିଓ ପ୍ରଭାତ କୁମାର ତ୍ରିପାଠୀ,ବ୍ଲକ୍ ଅଧ୍ୟକ୍ଷ […]

ଅବକାରୀ ଟିମ ଓ ପୋଲିସ କର୍ମଚାରୀଙ୍କ ଅସଦାଚରଣ ର ଶିକାର ହୋଇଥିବା ଆଦିବାସୀ ମହିଳା ଙ୍କ ଅଭିଯୋଗ

    ଅବକାରୀ ଟିମ ଓ ପୋଲିସ କର୍ମଚାରୀଙ୍କ ଅସଦାଚରଣ ର ଶିକାର ହୋଇଥିବା ଆଦିବାସୀ ମହିଳା ଙ୍କ ଅଭିଯୋଗ କୁ ନ ଶୁଣି କୌଣସି ପଦକ୍ଷେପ ନ ନେବାରୁ କାମାକ୍ଷାନଗର SDPO ଅଫିସ ଘେରାଉ କଲେ ହଜାର ହଜାର ଆଦିବାସୀ… ଢେଙ୍କାନାଳ :-ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ କାଙ୍କଡାହାଡ ଥାନା ଅନ୍ତର୍ଗତ ବାଲିକୁମା ଗ୍ରାମ ରେ ପଶି ଗତ ଡିସେମ୍ବର ୧୦ ତାରିଖ ଦିନ ଗ୍ରାମର ଶ୍ରୀମତୀ ଟୁଡ଼ୁ ଓ ହୀରାମଣୀ ସୋରେନ ଙ୍କ ସାଇଆ […]

ମୋଦୀ ଗ୍ୟାରେଣ୍ଟି ରଥ ପାଖକୁ ଆସିଲେନି SHG ମହିଳା l

  ସାଲେପୁର ( ଉଲ୍ଲାପ୍ର )ସାରା ଦେଶରେ ମୋଦୀ ସରକାର ଙ୍କ ଗ୍ୟାରେଣ୍ଟି ରଥ ବୁଲୁଛି । ଦୀର୍ଘ ୧୦ ବର୍ଷ ର ସଫଳତାକୁ ଗ୍ୟାରେଣ୍ଟି ରଥ ମାଧ୍ୟମରେ ସାଧାରଣ ଜନତାଙ୍କ ପାଖରେ ପହଞ୍ଚାଇବା ଏହାର ଲକ୍ଷ ।ଏହା କୌଣସି ଦଳୀୟ କାର୍ଯ୍ୟକ୍ରମ ନୁହେଁ l ଏହାକୁ ସମସ୍ତେ ସହଯୋଗ କରିବା ପାଇଁ ନିର୍ଦେଶ ଥିବା ବେଳେ । କିନ୍ତୁ ଏହାର ଓଲଟା ଦୃଶ୍ୟ ଦେଖିବାକୁ ମିଳିଛି ସାଲେପୁର ବ୍ଲକ ସଉରୀ ପଞ୍ଚାୟତରେ । କେବଳ ହାତ […]

ଅବକାରୀ ଟିମ ଓ ପୋଲିସ କର୍ମଚାରୀଙ୍କ ଅସଦାଚରଣ ର ଶିକାର ହୋଇଥିବା ଆଦିବାସୀ ମହିଳା ଙ୍କ ଅଭିଯୋଗ କୁ ନ ଶୁଣି କୌଣସି ପଦକ୍ଷେପ ନ ନେବାରୁ କାମାକ୍ଷାନଗର SDPO ଅଫିସ ଘେରାଉ କଲେ ହଜାର ହଜାର ଆଦିବାସୀ…

ଅବକାରୀ ଟିମ ଓ ପୋଲିସ କର୍ମଚାରୀଙ୍କ ଅସଦାଚରଣ ର ଶିକାର ହୋଇଥିବା ଆଦିବାସୀ ମହିଳା ଙ୍କ ଅଭିଯୋଗ କୁ ନ ଶୁଣି କୌଣସି ପଦକ୍ଷେପ ନ ନେବାରୁ କାମାକ୍ଷାନଗର SDPO ଅଫିସ ଘେରାଉ କଲେ ହଜାର ହଜାର ଆଦିବାସୀ..   ଢେଙ୍କାନାଳ :-ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ କାଙ୍କଡାହାଡ ଥାନା ଅନ୍ତର୍ଗତ ବାଲିକୁମା ଗ୍ରାମ ରେ ପଶି ଗତ ଡିସେମ୍ବର ୧୦ ତାରିଖ ଦିନ ଗ୍ରାମର ଶ୍ରୀମତୀ ଟୁଡ଼ୁ ଓ ହୀରାମଣୀ ସୋରେନ ଙ୍କ ସାଇଆ ବ୍ଲାଉଜ […]

ସରକାରୀ ଯୋଜନା ସାତ ସପନ, ସାଲେପୁର ରେ ଦିବ୍ୟାଙ୍ଗ ପରିବାର ଏଥିରୁ ବଞ୍ଚିତ

ସାଲେପୁର ( ଉଲ୍ଲାପ୍ର )ଆଜି ସରକାର ସାଧାରଣ ଜନତାଙ୍କ ପାଇଁ କେତେକେତେ ଯୋଜନା ପ୍ରଣୟନ କରୁଛନ୍ତି ।କିନ୍ତୁ ତାହା ସାଧାରଣ ଜନତାଙ୍କ ପାଖରେ ଠିକ ସେ ପହଞ୍ଚି ପାରୁନାହିଁ ।ଗୁଣ୍ଡିଚାରାଣୀ ସାମଲ ବୟସ ୩୬ ହେବ କେତେ ସ୍ବପ୍ନ ନେଇ ହାତ ଧରି ବାହା ହୋଇ ଆସିଥିଲେ ପ୍ରଶାନ୍ତ ସାମଲଙ୍କର ।ଅସୁମାରୀ ସ୍ବପ୍ନ ଆଜି ତାଙ୍କର ଭାଙ୍ଗୀ ହେଇଯାଇଛି ଚୂରମାର ।ଏମିତି କାହିଁକି ଆମେ କହୁଛୁ ତାହା ଜାଣିବେ ଆପଣ ମାନେ ଆମର ଏହି ଭିଡିଓ ଦେଖିଲେ […]

ଦେଶବାସୀଙ୍କୁ ଗଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତି ଦେଲେ ବାର୍ତ୍ତା

ନୂଆଦିଲ୍ଲୀ ( ଉଲ୍ଲାପ୍ର )ଗଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ। ଭାରତର 75 ତମ ଗଣତନ୍ତ୍ର ଦିବସ ପୂର୍ବରୁ ତାଙ୍କର ଅଭିଭାଷଣ ଆକାଶବାଣୀର ସମଗ୍ର ଜାତୀୟ ନେଟୱାର୍କରେ ପ୍ରସାରିତ ହୋଇଥିଲା ଏବଂ ହିନ୍ଦୀରେ ଦୂରଦର୍ଶନର ସମସ୍ତ ଚାନେଲରେ ଇଂରାଜୀ ସଂସ୍କରଣରେ ପ୍ରସାରିତ ହେବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶକୁ ସମ୍ବୋଧିତ କରିଛନ୍ତି। ଅଭିଭାଷଣ ସମଯ଼ରେ, ରାଷ୍ଟ୍ରପତି ସିଧାସଳଖ ନାଗରିକମାନଙ୍କ ସହିତ ଯୋଗାଯୋଗ କରିବେ, ଯାହା ଦେଶର ଯାତ୍ରା, ସଫଳତା, ଆହ୍ୱାନ […]

January 21-27

Udaya Labanya (21-27 January, 2024).pmd (1)