Exclusive Coverage

Ground Report

Weather Today

Breaking News Headlines Viral ରାଜ୍ୟ ଖବର

ମାତୃଭାଷା ଦିବସରେ ବର୍ଣ୍ଣବୋଧ ବାଣ୍ଟିଲେ ସାମାଜିକ ସଂଗଠନ

ଆଠଗଡ (ଉଲ୍ଲାପ୍ର )କଟକ ଜିଲ୍ଲା ଆଠଗଡ ବ୍ଲକ ନଦୀକୂଳ ଅଞ୍ଚଳର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜୀବନ ସଂଘର୍ଷ ଆଜି ଅନ୍ତର୍ଜାତୀୟ ମାତୃଭାଷା ଦିବସରେ ଓଡ଼ିଆ ମଧୁ ବର୍ଣ୍ଣବୋଧ ବହି, ପେନସିଲ,ଖାତା ବଣ୍ଟନ କରିଥିଲେ, ନଦୀକୁଳ ଅଞ୍ଚଳର ପଞ୍ଚାୟତ ଯଥା ମଞ୍ଚେଶ୍ୱର ପଞ୍ଚାୟତ

Follow Us