*👉ଲଦାଖ ଗଲଓ୍ୱାନ୍ ଘାଟିରେ ଭାରତ-ଚୀନ୍ ସେନା ସଂଘର୍ଷ ଘଟଣା:* *ସଂଘର୍ଷସ୍ଥଳରୁ ପ୍ରଥମ ପର୍ଯ୍ୟାୟରେ ସେନା ପ୍ରତ୍ୟାହାର କଲେ ଭାରତ ଓ ଚୀନ୍* *ଫିଙ୍ଗର-୪ରୁ ଫିଙ୍ଗର-୫ ଏରିଆକୁ ହଟିଲେ ଚୀନ୍ ସେନା* *ହଟ୍ ସ୍ପ୍ରିଙ୍ଗ୍ସ, ପାଟ୍ରୋଲିଂ ପଏଣ୍ଟ-୧୫ରୁ ମଧ୍ୟ ପ୍ରତ୍ୟାହାର ହେଲେ ଚୀନ୍ ସେନା ୨ ଦେଶ ମଧ୍ୟରେ ଆଲୋଚନା ପରେ ସେନା ପ୍ରତ୍ୟାହାର*

*😱ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲରେ 108 ଜଣ ଡାକ୍ତର ଓ ମେଡିକାଲ ଷ୍ଟାଫଙ୍କୁ କ୍ୱାରେଣ୍ଟାଇନରେ ପଠାଯାଇଛି । ଏହି ସମସ୍ତ କର୍ମଚାରୀ ଜଣେ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ । କର୍ମଚାରୀଙ୍କ ମଧ୍ୟରେ ଅନେକ ବରିଷ୍ଠ ଡାକ୍ତର ରହିଛନ୍ତି ।*