ଆଠଗଡ,55 ନମ୍ବର ଜାତୀୟ ରାଜପଥ ଓରନ୍ଦା ରାସ୍ତା କଡରେ ହାତୀ ପଲ,ରାସ୍ତା ପାର ହେଲେ ହାତୀ ପଲ
ଆଠଗଡ,55 ନମ୍ବର ଜାତୀୟ ରାଜପଥ ଓରନ୍ଦା ରାସ୍ତା କଡରେ ହାତୀ ପଲ,ରାସ୍ତା ପାର ହେଲେ ହାତୀ ପଲ,ବନବିଭାଗ ଘଟଣା ସ୍ଥଳରେ ପହଞ୍ଚି ହାତୀ ମାନଙ୍କୁ ରାସ୍ତା ପାର କରା ଇଲା,ହାତୀପଲ ଏବେ ଜାତୀୟ ରାଜପଥ ସୁନିଆ ମୁହଁ ଜଙ୍ଗଲରେ
ରାସ୍ତାରେ ହାତୀପଲ,
ଆଠଗଡ,55 ନମ୍ବର ଜାତୀୟ ରାଜପଥ ଓରନ୍ଦା ନିକଟରେ ଆଜି ସକାଳୁ କୋଡିଏ ରୁ ଅଧିକ ହାତୀପଲ ଥିବା ଦେଖିବାକୁ ମିଳିଥିଲା,ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ହାତୀପଲ କୁ ଜଙ୍ଗଲ ଭିତରକୁ ଘଉଡ଼ାଇ ଦେଇଛନ୍ତି,କିଛି ସମୟ ପାଇଁ 55 ନମ୍ବର ରାଜପଥ ରେ ହାତୀ ପାସ କରିବା ଦ୍ୱାରା ଗାଡି ଚଳାଚଳ ବନ୍ଦ ହୋଇଥିଲା,ଏହି ହାତୀପଲ କିଛିଦିନ ହେଲା ମହାନଦୀ ପାର ହୋଇ ଚନ୍ଦକାକୁ ଚାଲି ଯାଇଥିବା ବେଳେ ପୁନର୍ବାର ହାତୀପଲ ଆଠଗଡ କୁ ଫେରି ଆସିଛନ୍ତି।
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































