କଂଗ୍ରେସ କାର୍ଯ୍ୟାଳୟ ଠାରେ ଆଠଗଡ ନିର୍ବାଚନ ମଣ୍ଡଳୀ ସ୍ତରୀୟ ନୂତନ ବର୍ଷ ବନ୍ଧୁ ମିଳନ ଓ ଚିନ୍ତନ ବୈଠକ ଅନୁଷ୍ଠିତ,ଆଗାମୀ ଦିନରେ କଂଗ୍ରେସ କୁ ଏକଜୁଟ କରି ଆଠଗଡ ଦଖଲ କରିବାକୁ କଂଗ୍ରେସ କର୍ମୀ ନିଷ୍ପତି ନେଲେ,ନିର୍ବାଚନ ମଣ୍ଡଳୀ ର୍ ଦୁଇସହରୁ ଅଧିକ କର୍ମୀ ମାନେ ଯୋଗ ଦେଇଥିଲେ
ଆଠଗଡ, କଂଗ୍ରେସ କାର୍ଯ୍ୟାଳୟ ଠାରେ ଆଠଗଡ ନିର୍ବାଚନ ମଣ୍ଡଳୀ ସ୍ତରୀୟ ନୂତନ ବର୍ଷ ବନ୍ଧୁ ମିଳନ ଓ ଚିନ୍ତନ ବୈଠକ ଅନୁଷ୍ଠିତ,ଆଗାମୀ ଦିନରେ କଂଗ୍ରେସ କୁ ଏକଜୁଟ କରି ଆଠଗଡ ଦଖଲ କରିବାକୁ କଂଗ୍ରେସ କର୍ମୀ ନିଷ୍ପତି ନେଲେ,ନିର୍ବାଚନ ମଣ୍ଡଳୀ ର୍ ଦୁଇସହରୁ ଅଧିକ କର୍ମୀ ମାନେ ଯୋଗ ଦେଇଥିଲେ
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































