ଆଠଗଡ ସବଡିଭିଜନ ଅନ୍ତର୍ଗତ ନରସିଂହପୁର ବ୍ଲକର କୋକଳବା ଠାରେ ଆଜି ସକାଳୁ ଚାଷୀ ମାନେ ଧାନବସ୍ତା ଧରି ରାସ୍ତା ରୋକ କରିଛନ୍ତି,ଗତ କିଛିଦିନ ହେଲା କୋକଳବା ରେ ଧାନ ମଣ୍ଡି ଖୋଲା ଯାଇଥିଲେ ମଧ୍ୟ ମିଲର ଧାନ ନେଉନଥିବା ଯୋଗୁ ଚାଷୀ ମାନେ ଆଜି ସକାଳୁ ରାଜରାସ୍ତାକୁ ଓଲହାଇଛନ୍ତି, କୋକଳବା ଗ୍ରାମର ଚାଷୀମାନେ ରାସ୍ତା ରୋକ କରିବା ଯୋଗୁ କମଳାଡିହ ନରସିଂହପୁର ମଧ୍ୟରେ ଗାଡି ଚଳାଚଳ ବନ୍ଦ ରହିଛି ,ଘଟଣା ସ୍ଥଳରେ କୌଣସି ପ୍ରଶାସନିକ ଅଧିକାରୀ ପହଂଚି ନାହାନ୍ତି

Odia 