ତିଗିରିଆ ଥାନା ଗଦାଧରପୁର ପ୍ରଦୀପ ରାଉତ ହତ୍ୟାକାଣ୍ଡ ର୍ ରାୟ ପ୍ରକାଶ,ଦଶଜଣ ଆସାମୀ କୁ ଆଜୀବନ କାରାଦଣ୍ଡାଦେଶ, ଆସାମୀଙ୍କ ମଧ୍ୟରେ ଗଦାଧରପୁର ସରପଞ୍ଚ ଅଛନ୍ତି
ତିଗିରିଆ ଥାନା ଗଦାଧରପୁର ପ୍ରଦୀପ ରାଉତ ହତ୍ୟାକାଣ୍ଡ ର୍ ରାୟ ପ୍ରକାଶ,ଦଶଜଣ ଆସାମୀ କୁ ଆଜୀବନ କାରାଦଣ୍ଡାଦେଶ, ଆସାମୀଙ୍କ ମଧ୍ୟରେ ଗଦାଧରପୁର ସରପଞ୍ଚ ଅଛନ୍ତି,2012 ରେ ରାମନବମୀ ଦିନ ଅତି ନୃଶଂସ ଭାବେ ପ୍ରଦୀପକୁ ହତ୍ୟା କରାଯାଇଥିଲା,ରାୟ ଶୁଣାଇଲେ ଆଠଗଡ ଅତିରିକ୍ତ ଜିଲ୍ଲା ଦୌରାଯାଜ ଅମୃତ ରଞ୍ଜନ ନନ୍ଦ,ଆସାମୀ ମାନେ ହେଲେ କାର୍ତିକ ରାଉତ,ଦିବାକର ରାଉତ,ସରପଞ୍ଚ ଶରତ ସ୍ୱାଇଁ,ବିଶ୍ୱନାଥ ମହାପାତ୍ର,ବଲଭ ମହାପାତ୍ର,କାଳନ୍ଦୀ ରାଉତ,ସନ୍ତୋଷ ରାଉତ,ପବିତ୍ର ରାଉତ,ରୂପ ମହାପାତ୍ର ଓ ଶତ୍ରୁଘନ ରାଉତ
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































