ଆଠଗଡ ରେ କଳା ପଲସର ଆତଙ୍କ ଦେଖାଦେଇଛି
ଆଠଗଡ ରେ କଳା ପଲସର ଆତଙ୍କ ଦେଖାଦେଇଛି,ଦୁଇଗୋଟିକଳା ପଲସର ମଟର ସାଇକେଲରେ 4 ଜଣ ଯୁବକ ଆସି ଆଦିଶକ୍ତି ପେଟ୍ରୋଲ ପମ୍ପର କର୍ମଚାରୀ ନିରଞ୍ଜନ ରଣା ଙ୍କ ଠାରୁ 9ଲକ୍ଷ 65 ହଜାର ଟଙ୍କା ଶିଶୁ ଉଦ୍ୟାନ ନିକଟରୁ ଲୂଟି ନେଇ ପଳାଇ ଯାଇଛନ୍ତି, ନିରଞ୍ଜନ ପେଟ୍ରୋଲ ପମ୍ପ ରୁ ଏହି ଟଙ୍କା ନେଇ ଆଠଗଡ ଷ୍ଟେଟ ବ୍ୟାଙ୍କକୁ ଯାଉଥିବା ବେଳେ 4 ଜଣ ଯୁବକ ଦୁଇଗୋଟି ପଲସର ଗାଡ଼ିରେ ଆସି ନିରଂଜନ୍ ଙ୍କୁ ଧକାମାରି ହିରୋହୁଣ୍ଡା ଗାଡି ଡିକିରୁ ଟଙ୍କା ନେଇ ପଳାଇଯାଇଛନ୍ତି,ଘଟଣା ସ୍ଥଳରେ ଆଠଗଡ ଥାନା ପୋଲିସ ପହଂଚି ଖୋଜାଖୋଜି କରିଥିଲେ ମଧ୍ୟ ଲୂଟେରା ମାନଙ୍କ ଟେର ପାଇନି ପୋଲିସ
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































