ସାମ୍ବାଦିକତା ଓ ସମାଜସେବା କ୍ଷେତ୍ରରେ ଆଜି ଭୁବନେଶ୍ୱର ଜୟଦେବ ଭବନ ଠାରେ ଦୈନିକ ଓଡ଼ିଆ ସମ୍ବାଦପତ୍ର ସମ୍ବାଦ କେଶରୀ ତରଫରୁ ରାଜ୍ୟ ସ୍ତରୀୟ ସମ୍ମାନ ମୋତେ ପ୍ରଦାନ କରିଛନ୍ତି ପୂର୍ବତନ ଉପବାଚସ୍ପତି ତଥା ଯୋଜନା ବୋର୍ଡର ସଦସ୍ୟ ରାମଚନ୍ଦ୍ର ପଣ୍ଡା
ସାମ୍ବାଦିକତା ଓ ସମାଜସେବା କ୍ଷେତ୍ରରେ ଆଜି ଭୁବନେଶ୍ୱର ଜୟଦେବ ଭବନ ଠାରେ ଦୈନିକ ଓଡ଼ିଆ ସମ୍ବାଦପତ୍ର ସମ୍ବାଦ କେଶରୀ ତରଫରୁ ରାଜ୍ୟ ସ୍ତରୀୟ ସମ୍ମାନ ମୋତେ ପ୍ରଦାନ କରିଛନ୍ତି ପୂର୍ବତନ ଉପବାଚସ୍ପତି ତଥା ଯୋଜନା ବୋର୍ଡର ସଦସ୍ୟ ରାମଚନ୍ଦ୍ର ପଣ୍ଡା,ତାଙ୍କ ସହିତ ବରିଷ୍ଠ କଂଗ୍ରେସ ନେତା ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ନେତାର ସମ୍ପାଦକ ଜିମୁତ ମଙ୍ଗରାଜ ପ୍ରମୁଖ ଉପସ୍ଥିତ ଥିଲେ,ଦୀର୍ଘ 30 ବର୍ଷର ପରିଶ୍ରମର ଫଳ ଆଜି ମୋତେ ମିଳିଛି,ନିଷ୍ଠା ଓ ସଚୋଟତା ରହିଲେ ଦିନେ ନା ଦିନେ ତୁମେ ସମାଜରେ ପ୍ରତିଷ୍ଠା ପାଇଛ ବୋଲି ପ୍ରମାଣିତ ହେବ,ଅନ୍ୟ ସାମ୍ବାଦିକ ଭାଇ ମାନଙ୍କୁ ମୁଁ ନିବେଦନ କରୁଛି ପରିଶ୍ରମର ଫଳ କେବେ ହେଲେ ବ୍ୟର୍ଥ ଯାଏନି।ସମାଜ ପାଇଁ କିଛି କରିକି ଦେଖାଅ।

Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































