ଆଠଗଡ, ବିକାଶ ସାହୂ ହତ୍ୟାକାଣ୍ଡ ର୍ ମୁଖ୍ୟ ଆସାମୀ କାଳିଆ ଓରଫ ଶ୍ରୀକାନ୍ତ ଜେନା ଗିରଫ,ବୋମାମାଡ଼ ଓ ରଡ଼ ରେ ବାଡେଇ ବାଡେଇ ମାରିଥିଲା ବିକାଶକୁ,ସେପ୍ଟେମ୍ବର 2 ତାରିଖ ବିଳମ୍ବିତ ରାତିରେ ମାଣିଆବନ୍ଧ ଫାଣ୍ଡି ନିକଟରେ ଘଟିଥିଲା ଘଟଣା,ଘଟଣାରେ ଜଣେ ହୋମଗାର୍ଡ ସାମିଲ ଥିଲେ,ଆଠଗଡ dsp ଆଲୋକ ରାୟ ବିଳମ୍ବିତ ରାତିରେ ଚଢ଼ାଉ କରି ଏକ ପୋଖରୀ ନିକଟରୁ କାଳିଆକୁ ଗିରଫ କରିଛନ୍ତି
ଆଠଗଡ, ବିକାଶ ସାହୂ ହତ୍ୟାକାଣ୍ଡ ର୍ ମୁଖ୍ୟ ଆସାମୀ କାଳିଆ ଓରଫ ଶ୍ରୀକାନ୍ତ ଜେନା ଗିରଫ,ବୋମାମାଡ଼ ଓ ରଡ଼ ରେ ବାଡେଇ ବାଡେଇ ମାରିଥିଲା ବିକାଶକୁ,ସେପ୍ଟେମ୍ବର 2 ତାରିଖ ବିଳମ୍ବିତ ରାତିରେ ମାଣିଆବନ୍ଧ ଫାଣ୍ଡି ନିକଟରେ ଘଟିଥିଲା ଘଟଣା,ଘଟଣାରେ ଜଣେ ହୋମଗାର୍ଡ ସାମିଲ ଥିଲେ,ଆଠଗଡ dsp ଆଲୋକ ରାୟ ବିଳମ୍ବିତ ରାତିରେ ଚଢ଼ାଉ କରି ଏକ ପୋଖରୀ ନିକଟରୁ କାଳିଆକୁ ଗିରଫ କରିଛନ୍ତି
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































