ଉତ୍କଳ ସାମ୍ବାଦିକ ସଂଘ ତରଫରୁ ଜାତୀୟ ଗଣମାଧ୍ୟମ ଦିବସରେ ଅସ୍ଥିଶଲ୍ୟ ଗୁରୁ ସମ୍ମାନିତ
ଜାତୀୟ ପ୍ରେସ ଦିବସ ଅବସରରେ ଆଠଗଡ କୁଳାଇଲୋ ଅନନ୍ତ ବେଉରା ଅସ୍ଥିଶଲ୍ୟ ଚିକିତ୍ସା କେନ୍ଦ୍ରର ମୁଖ୍ୟ ତଥା ସମାଜସେବୀ ପ୍ରତାପ ରୁଦ୍ର ବେଉରା ଙ୍କୁ ପିପିଲି ଠାରେ ଉତ୍କଳ ସାମ୍ବାଦିକ ସଙ୍ଘ ତରଫରୁ ଅବସରପ୍ରାପ୍ତ ବିଚାରପତି ବିର କିଶୋର ମିଶ୍ର ସମ୍ବର୍ଦ୍ଧିତ କରୁଛନ୍ତି।

Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































