ଜାତୀୟ ଗଣମାଧ୍ୟମ ଦିବସ ପାଳନ କଲେ ଆଠଗଡ଼ ସାମ୍ବାଦିକ ସଂଘ ।
ସାମ୍ବାଦିକ ଏକତା ଜିନ୍ଦାବାଦ
ଆଠଗଡ଼ (୧୬/୧୧/୧୯) : ଗଠନ ହେଲା ଆଠଗଡ ସାମ୍ବାଦିକ ସଂଘ, ପାଳିଲା ଜାତୀୟ ପ୍ରେସ ଦିବସ,ସବୁ ସାମ୍ବାଦିକ ସାମିଲ,ଏ ସଙ୍ଘ ପ୍ରତି କଟକ ଜିଲା ସାମ୍ବାଦିକ ସଂଘର ସମର୍ଥନ ରହିଛି,ଜାତୀୟ ପ୍ରେସ ଦିବସ ରେ ମୁଁ ରାଜ୍ୟ ସ୍ତରୀୟ ପ୍ରେସ ଦିବସରେ ଯୋଗ ଦେଇଥିବାରୁ ଏଥିରେ ଯୋଗ ଦେଇ ନପାରିବାରୁ ଦୁଃଖ ପ୍ରକାଶ କରୁଛି, ଆଠଗଡ ସାମ୍ବାଦିକ ସଙ୍ଘ ଆଗେ ବଢୋ।

Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































