ସାତଜଣ ବଜ୍ରକାପ୍ତା ବ୍ୟବସାୟୀ ଗିରଫ
କୁଆଡେ ଏମାନେ ବଜ୍ରକାପ୍ତା ବ୍ୟବସାୟୀ,ଏମାନେ କୁଆଡେ ଅନ ଲାଇନ ରେ ବଜ୍ରକାପ୍ତା ବ୍ୟବସାୟ କରୁଥିଲେ,ତେଣୁ ବନ ବିଭାଗ ସେମାନଙ୍କୁ ଗିରଫ କରି ଆଜି କୋର୍ଟ ଚାଲାନ କରୁଛି,ପ୍ରକୃତରେ ଏହି ଘଟଣା ପଛରେ ରହିଛି ସାଙ୍ଘାତିକ ଷଡଯନ୍ତ୍ର,ଆଠଗଡ ବନ ବିଭାଗ ନାମ କମାଇବା ପାଇଁ ଏଭଳି ଏକ ଷଡଯନ୍ତ୍ର କରିଥିବା ଡ଼ାବର ଗ୍ରାମବାସୀ ଅଭିଯୋଗ କରିଛନ୍ତି,ଯେଉଁ ମାନେ ଏଥିରେ ଗିରଫ ହୋଇଛନ୍ତି ସେମାନଙ୍କ ମଧ୍ୟରୁ5 ଜଣ ମୋବାଇଲ କଂଣ୍ ଜାଣନ୍ତି ନାହିଁ, ସେମାନେ ଅନ୍ ଲାଇନ ରେ ବଜ୍ରକାପ୍ତା ବ୍ୟବସାୟ କଲେ କେମିତି ବୋଲି ପ୍ରଶ୍ନ କରିଛନ୍ତି,ସେମାନଙ୍କୁ ଜାଣି ଶୁଣି ଆଠଗଡ dfo ଙ୍କ ନିର୍ଦେଶ ରେ ଖୁଣ୍ଟୁଣି ବନବିଭାଗ ଫସେଇ ଦେଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି, ଆଗକୁ ଗ୍ରାମବାସୀ dfo ଅଫିସ ଘେରାଉ କରିବାକୁ ନିଷ୍ପତ୍ତି ନେଇଛନ୍ତି।
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































