ତାରା ନୁହନ୍ତି ସେ ଧ୍ରୁବ ତାରା ।

କେତେ ବେଳେ ବିଧାନସଭା ରେ ହୋ ହାଲା ତ ଆଉ କେତେବେଳେ ନାଚ ଗୀତ କରି ଚର୍ଚ୍ଚା ରେ ରହିଆସୁଥା ଜିବା ବିଧାୟକ ତାରା ବାହିନୀ ପତି ଜଣେ ଦୁର୍ଘଟଣା ରେ ଆହତ ରୋଗୀ ଙ୍କୁ ନିଜ ଗାଡ଼ି ରେ ବୋହି ନିଜେ ମାନବିକତାର ପରିଚୟ ଦେଇଛନ୍ତି ,ଆଜି ନିଜ ସାରି ବିଧାୟକ ଜୟପୁର ଠାରୁ ବୋରିଗୁମ୍ମା ଯାଉଥିବା ରାସ୍ତାରେ ଜୟପୁର ଏରୋଡ୍ରୋମ୍ ନିକଟରେ ଗୋଟିଏ କାରସହିତ ଦୁଇ ଚକିଆ ଗାଡିର ଦୁର୍ଘଟଣା ହୋଇଥିଲା ,ବାଇକ୍ ଆରୋହି ବ୍ୟକ୍ତି ଜଣକ ଗୁରୁତର ଥିବା ଦେଖି ଜୟପୁର ବିଧାୟକ ନିଜ ଗାଡିରେ ତୁରନ୍ତ ଜୟପୁର ମେଡିକାଲରେ ପହଞ୍ଚାଇ ଚିକିତ୍ସା ଆରମ୍ଭ କରିଥିବାର ଦେଖିବାକୁ ମିଳିଛି ।।ବିଧାୟକଙ୍କ ଏଭଳି ମାନବିକତାକୁ ଜୟପୁର ବାସୀ ପ୍ରଶଂସା କରିଛନ୍ତି।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































