ଆସନ୍ତାକାଲି ଆଠଗଡ ମହାତ୍ମା ଗାନ୍ଧୀ ଇଂରାଜୀ ମିଡ଼ିଅମ ସ୍କୁଲ ଠାରେ ବ୍ୟାସକବି ଫକୀର ମୋହନଙ୍କ ଜୟନ୍ତୀ ପାଳନ ହେବ, ସାହିତ୍ୟ ସମାଜର ସମସ୍ତ ସଭ୍ୟ ଉପସ୍ଥିତ ରହିବାକୁ ଅନୁରୋଧ,ଓଡ଼ିଆ ସାହିତ୍ୟରେ ଫକୀର ମୋହନଙ୍କ ଅବଦାନ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହେବ।

ଆଠଗଡ଼ (୧୪/୦୧/୨୦୨୦): ଆଠଗଡ଼ ସାହିତ୍ୟ ସମାଜ ତରଫରୁ ଆସନ୍ତାକାଲି ଆଠଗଡ ମହାତ୍ମା ଗାନ୍ଧୀ ଇଂରାଜୀ ମିଡ଼ିଅମ ସ୍କୁଲ ଠାରେ ବ୍ୟାସକବି ଫକୀର ମୋହନଙ୍କ ଜୟନ୍ତୀ ପାଳନ ହେବ, ସାହିତ୍ୟ ସମାଜର ସମସ୍ତ ସଭ୍ୟ ଉପସ୍ଥିତ ରହିବାକୁ ଅନୁରୋଧ,ଓଡ଼ିଆ ସାହିତ୍ୟରେ ଫକୀର ମୋହନଙ୍କ ଅବଦାନ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହେବ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































