ନାମ କମାଇବା ନିଶା, ନାମ ନଦେଉ ।

ଆଠଗଡ଼ :: ଦୁଇ ମାସ ଧରି ଆଠଗଡ଼ରେ ଚାଲିଥିବା ବଜ୍ରକାପ୍ତା ଘଟଣା ଦିନକୁଦିନ ରହସ୍ୟ ଘେରକୁ ଗଲାଣି,ଗତକାଲି ତିନି ଜଣଙ୍କୁ ବନବିଭାଗ ଗିରଫ କରିବା ପରେ, ସେହି ଘଟଣାରେ ଅଭିଯୁକ୍ତମାନେ ଦେଇଛନ୍ତି ଚାଞ୍ଚଲ୍ୟକର ବୟ।ନ । ବନ ବିଭାଗ ସୂଚନା ଅନୁଯାୟି ସେମାନଙ୍କୁ ନରାଜ ନିକଟରୁ ନାଟକିୟ ଢଙ୍ଗରେ କିଙ୍ଗପିନ୍ କୁ ଗିରଫ କରାଯାଇଥିବା କୁହାଯାଉଥିବା ବେଳେ ଏହି କଥାକୁ ସିଧାସଳଖ ଖଣ୍ଡନ କରିଛନ୍ତି ୩ ଅଭିଯୁକ୍ତ । ସେମାନଙ୍କୁ ରାତି ଅଧରେ ଶୋଇଥିବା ଅବସ୍ଥାରେ ଘରୁଉଠାଇ ଆଣି ଅଫିସ ଭିତରେ ଥିବା ଗୋଟିଏ ମଲା ବଜ୍ରକାପ୍ତା ପାଖରେ ରଖି ଫଟୋ ଉଠାଇ ଥିବା ଅଭିଯୋଗ ଆଣିଛନ୍ତି , ତେବେ ଏଠି ପ୍ରଶ୍ନ ଉଠୁଛି ମୃତ ବଜ୍ରକାପ୍ତାଟିକୁ ବନବିଭାଗ ଆଣିଲା କେଉଁଠୁ ? ତାହା ଏବେ ସନ୍ଦେହ ଘେରକୁ ଚାଲି ଗଲାଣି । ଆଜି ବନବିଭାଗ ପକ୍ଷରୁ ବଜ୍ରକାପ୍ତାଟିକୁ ବ୍ୟବଛେଦ କରାଜାଇ ୩ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିବା ବେଳେ ଏଭଳି ଚାଞ୍ଚଲ୍ୟ କର ତଥ୍ୟ ଦେଇଥିଲେ ୩ ଅଭିଯୁକ୍ତ, ଆଠଗଡ dfo 6t ସାମ୍ବାଦିକଙ୍କୁ ଧରି ଏଭଳି ମନଗଢା ତଥ୍ୟ ଦିନକୁଦିନ ଆଣିବାରେ ଲାଗିଛନ୍ତି, ଯେଉଁ ସାମ୍ବାଦିକ ମାନଙ୍କୁ ସେ ସୋସିଆଲ ମେଡିଆ ରେ ଭିକାରୀ ବୋଲି ସମ୍ବୋଧନ କରିଥିଲେ ସେହି ଭିକାରୀ ସାମ୍ବାଦିକ ମାନେ ଏବେ dfo ଙ୍କ କବଳରେ, ସେଇ ମାନଙ୍କୁ ହିଁ ପୂର୍ବରୁ ବଜ୍ରକାପ୍ତା ସମ୍ପର୍କରେ ସୂଚନା ଦିଆଯାଉଛି,ପୂର୍ବରୁ ଆଠଗଡ ବନବିଭାଗ ଯେଉଁ ବଜ୍ରକାପ୍ତା ଘଟଣା ରେ 18 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ ସେହି ଅଭିଯୁକ୍ତ ମାନେ ଜାମିନ ରେ ଆସି ସାରିଲେଣି, ହେଲେ ଏଠି ପ୍ରଶ୍ନ ଉଠୁଛି ବଜ୍ରକାପ୍ତା ଘଟଣାକୁ ଜାତୀୟ ସ୍ତରରେ ଉଠାଇ ଆଠଗଡ dfo କଂଣ୍ ଲାଭ ପାଇବେ ନା ଏହି ଘଟଣା ତାଙ୍କ ପ୍ରତି ବୁମେରାଙ୍ଗ ହେବ ତାହା ଆଗାମୀ ଦିନରେ ଜଣାପଡିବ।




Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































