ରାଜଘାଟରେ ଡୋନାଲ୍ଡ ଏବଂ ମେଲାଣିଆ ଟ୍ରମ୍ପ ।

ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜନ୍ମଜୟନ୍ତୀ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲଡ଼ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲେନିଆ ଟ୍ରମ୍ପ ରାଜଘାଟକୁ ଯାଇ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି,ଏହା ପୂର୍ବରୁ ଟ୍ରମ୍ପ ରାଷ୍ଟ୍ରପତି ଭବନକୁ ଯାଇ ରାଷ୍ଟ୍ରପତି ରାମନାଥ କୋବିଦ ଙ୍କୁ ଭେଟିବା ସହିତ ତିନିବାହିନୀ ତରଫରୁ ତାଙ୍କୁ ରାଷ୍ଟ୍ରୀୟ ସାଲୁଟ ପ୍ରଦାନ କରାଯାଇଥିଲା,ଆଜି ମଧ୍ୟାନ ୧୨ ଟା ରେ ହାଇଦ୍ରାବାଦ ହାଉସ ଠାରେ ଭାରତ ସରକାରଙ୍କ ସହିତ ଏକ ବଡଧରଣର ବ୍ୟବସାୟ ବୁଝାମଣା ହେବବୋଲି ଜଣାପଡିଛି

Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































