କରୋନା ପାଇଁ କେହି ଭୟ କରନା, ସଚେତନତା କଲେ ଅଭୟ ବାରିକ
ଆଠଗଡ (୧୮/୦୩/୨୦)( ବ୍ୟୁରୋ ) : କରୋନାକୁ କେହି ଭୟ କରନା,ଏଭଳି ଏକ ସଚେତନତା ବାର୍ତ୍ତା ଦେଇଛନ୍ତି ଆଠଗଡ ର ଯୁବସଙ୍ଗଠକ ଅଭୟ ବାରିକ,ସେ ନିଜ ସମର୍ଥକ ମାନଙ୍କୁ ନେଇ ଆଠଗଡ ଚାନ୍ଦବାଲି ଛକ ରେ ଜନସାଧାରଣ ଙ୍କୁ ସଚେତନତା କରିବା ସହିତ ମାସ୍କ ପ୍ରଭୁତି ବଣ୍ଟନ କରିବା ସହିତ ସାନିଟାଇଜର ଲୋକ ମାନଙ୍କ ହାତକୁ ଦେଇ ହାତକୁ ଦେଇଥିଲେ,

ରାସ୍ତାରେ ଯାଉଥିବା ଯାତ୍ରୀ ତଥା ବସ ରେ ଯାଉଥିବା ଯାତ୍ରୀ ମାନଙ୍କୁ ଅଟକାଇ ସେମାନଙ୍କ ମୁହଁରେ ମାସ୍କ ପ୍ରଭୁତି ପିନ୍ଧାଇ ଥିଲେ,ଅଭୟ ବାରିକଙ୍କ ସମର୍ଥକ ମାନେ ନୂଆ ବସଷ୍ଟାଣ୍ଡ ଠାରୁ

ଏକ ସଚେତନତା ରାଲି କରି ସମର୍ଥକ ମାନେ ରଥଗଡା ଛକ ପର୍ଯ୍ୟନ୍ତ ଯାଇଥିଲେ,

ରାସ୍ତାରେ ଯେଉଁ ଯାତ୍ରୀ ମାନେ ଯାଉଥିଲେ ସେମାନଙ୍କୁ ସଚେତନତା କରିବା ସହିତ ମାସ୍କ ପ୍ରଭୁତି ବଣ୍ଟନ କରିଥିଲେ,

ଏଭଳି ଜନସଚେତନତା କୁ ସାଧାରଣ ରେ ବେଶ ପ୍ରଶଂସା କରାଯାଇଛି।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































