ଓଡିଶା ଆନ୍ଧ୍ର ସୀମାରେ ମାଓବାଦୀ ପୋଲିସ ଗୁଳି ବିନି
ମୟମାଲକାନଗିରି,(ଉଲାପ୍ର)ଆନ୍ଧ୍ର-ଓଡ଼ିଶା ସୀମାରେ ପୋଲିସ୍ ମାଓବାଦୀ ଗୁଳି ବିନିମୟ ହୋଇଛି, ଚିତ୍ରକୋଣ୍ଡା ସୀମାନ୍ତବର୍ତ୍ତୀ ଆନ୍ଧ୍ରର ଗୁଜେଡି ଜଙ୍ଗଲରେ ଗୁଳି ବିନିମୟ ଘଟଣା ଘଟିଥିବା ପୋଲିସ ସୂତ୍ରରୁ ଜଣା ପଡ଼ିଛି,ପୋଲିସ ଏନ୍କାଉଣ୍ଟରରେ ଜଣେ ହାର୍ଡକୋର ମାଓବାଦୀ ନିହତ ହୋଇଥିବା ଖବର ଆସୁଛି,ଘଟଣାସ୍ଥଳରୁ ଟପ୍ ମାଓନେତା ରାମକୃଷ୍ଟ, ଉଦୟ, ଅରୁଣା ଓ ଜଗନ୍ ଫେରାର ହୋଇଯାଇଥିବା ଜଣା ପଡୁଛି,ମାଲକାନଗିରି ଜିଲ୍ଲା ପୋଲିସ କହିଛି ମାଓବାଦୀ ଙ୍କ ଉପରେ ଆଗକୁ ଏଭଳି ଚଢ଼ାଉ ଜାରି ରହିବ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































